Odia Daily Panji 25th October 2017

ଅକ୍ଟୋବର ୨୫, ୨୦୧୭, ବୁଧବାର,ତୁଳା ୯ ଦିନ,କାର୍ତ୍ତିକ ୨୦ଦିନ

ସୂର୍ଯ୍ୟୋଦୟ : ୫/୪୮/୨୫, ସୂର୍ଯ୍ୟାସ୍ତ : ୫/୧୨/୩୯

ତିଥି : ଶୁକ୍ଳ ପଞ୍ଚମୀ ଦିନ ୯/୩୮ | ମୂଳା ନକ୍ଷତ୍ର ରାତି ୯/୩୦; ଧନୁ ଚନ୍ଦ୍ର ଅହୋରାତ୍ର | ଘାତବାର: ମକର ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ମେଷ,ମିଥୁନ,କର୍କଟ, ସିଂହ,ତୁଳା,ବିଛା, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ଦିନ  ୩/୩୮ ପରେ ପଶ୍ଚିମରେ, ଯାତ୍ରା ଶୁଭ |  ଶୁଭକର୍ମ : ନୌକା ଗଠନ,ଦେବତା ଗଠନ,ହଳପ୍ରବାହ,ବୀଜବପନ | ଶୁଭବେଳା : (ଅମୃତ) ଦିନ ୭/୨୦ ରୁ ୮/୦୬, ୧୦/୨୨ ରୁ ୧୨/୩୮, ସଂଧ୍ୟା ୬ ରୁ ୬/୫୧| ଅଶୁଭବେଳା : ଦିନ ୮/୪୦  ରୁ ୧୦/୦୫ | ପୁଷ୍କରଦୋଷ : ନାହିଁ |