Odia Daily Panji 26th November 2017

ନଭେମ୍ବର ୨୬, ୨୦୧୭, ରବିବାର,ବିଛା  ୧୧ଦିନ,ମାର୍ଗଶିର ୨୨ଦିନ

 ସୂର୍ଯ୍ୟୋଦୟ : ୫/୦୫/୩୦, ସୂର୍ଯ୍ୟାସ୍ତ : ୫/୦୨/୦୮

ତିଥି : ଶୁକ୍ଳ ସପ୍ତମୀ ଦିନ ୯/୩୭ | ଧନିଷ୍ଠା ନକ୍ଷତ୍ର ଦିନ ୩/୩୧ | କୁମ୍ଭ ଚନ୍ଦ୍ର ଅହୋରାତ୍ର | ଘାତବାର: ମେଷ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ଦିନ ୯/୩୭ ପରେ ଐଶାନ୍ୟରେ, ଯାତ୍ରା ଶୁଭ | ଶୁଭକର୍ମ : ବିବାହ-ପାଣି ଗ୍ରହଣ, ଅନ୍ନପ୍ରାଶନ, ଗୃହପ୍ରବେଶ, ବୀଜବପନ | ଶୁଭବେଳା : (ଅମୃତ) ଦିନ ୭/୩୯ ରୁ ୯/୨୪, ୧୧/୫୭ ରୁ ୨/୫୧ ରାତି ୭/୩୯ ରୁ ୯/୨୪ | ଅଶୁଭବେଳା : ଦିନ ୧୦/୧୪  ରୁ ୧୨/୫୭ | ପୁଷ୍କରଦୋଷ : ଦ୍ୱିପାଦ, ଦିନ ୯/୩୭ ପରେ ଏକପାଦ  |