Odia Daily Panji 26th September 2017
ସେପ୍ଟେମ୍ବର ୨୬, ୨୦୧୭, ମଙ୍ଗଳବାର,କନ୍ୟା ୧୦ଦିନ,ଆଶ୍ୱିନ ୨୦ଦିନ
ମୃଣ୍ମୟୀଦେବୀଙ୍କ ବିଲ୍ୱାଧିବାସ,ପୀଠେ ସପ୍ତମୀ
ବିଶ୍ୱ ମୂକ ଦିବସ
ସୂର୍ଯ୍ୟୋଦୟ : ୫/୩୯/୫୮, ସୂର୍ଯ୍ୟାସ୍ତ : ୫/୩୬/୨୮
ତିଥି : ଶୁକ୍ଳ ଷଷ୍ଠୀ ଦିନ ୪/୨୫ ପର୍ଯ୍ୟନ୍ତ | ଅନୁରାଧା ନକ୍ଷତ୍ର ଦିନ ୭/୩୨ ଓ ବିଛା ଚନ୍ଦ୍ର ଅହୋରାତ୍ର | ଘାତବାର : ମକର ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ପଶ୍ଚିମରେ, ଦିନ ୪/୨୫ ପରେ ବାୟବ୍ୟ କୋଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୬/୨୯, ଦିନ ୭/୧୭ ରୁ ୧୧/୧୭ ରାତି ୭/୫୭ ରୁ ୮/୫୫, ୧୦/୪୧ ରୁ ୧୨/୧୧, ୧୨/୪୨ ରୁ ୨/୨୮, ୪/୫୩ ରୁ ୫/୪୦ | ଅଶୁଭବେଳା : ପ୍ରାତଃ ୬/୩୦ ରୁ ୭/୧୬, ଦିନ ୧୨/୫୫ ରୁ ୨/୨୨ | ପୁଷ୍କରଦୋଷ : ଏକପାଦ ଦିନ ୪/୨୫ ପରେ ଏକପାଦ |