Odia Daily Panji 27th October 2017
ଅକ୍ଟୋବର ୨୭, ୨୦୧୭, ଶୁକ୍ରବାର,ତୁଳା ୧୧ଦିନ,କାର୍ତ୍ତିକ ୨୧ଦିନ
ଶନି ଚଳନ
ସୂର୍ଯ୍ୟୋଦୟ : ୫/୪୮/୫୦, ସୂର୍ଯ୍ୟାସ୍ତ : ୫/୧୨/୨୫
ତିଥି : ଶୁକ୍ଳ ଷଷ୍ଠୀ ଦିନ ୧୨/୧୫ ପର୍ଯ୍ୟନ୍ତ | ପୂର୍ବାଷାଢା ନକ୍ଷତ୍ର ରାତି ୧୨/୩୫, ଧନୁ ଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା, କୁମ୍ଭ ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ମେଷ,ମିଥୁନ,କର୍କଟ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀର ପାର୍ବଣ | ଯୋଗିନୀ ସ୍ଥିତି : ପଶ୍ଚିମରେ, ଦିନ ୧୨/୧୫ ପରେ ବାୟବ୍ୟରେ, ଯାତ୍ରାଦି ଶୁଭକର୍ମ ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧/୨୩ ରୁ ୨/୫୩, ୬ଟା ରୁ ୯/୨୩,୧୧/୫୫ ରୁ ୩/୧୮ | ଅଶୁଭବେଳା : ଦିନ ୨/୫୪ ରୁ ୫/୦୯ | ପୁଷ୍କରଦୋଷ : ଏକପାଦ |