Odia Daily Panji 28th November 2017

ନଭେମ୍ବର ୨୮, ୨୦୧୭, ମଙ୍ଗଳବାର, ବିଛା ୧୩ଦିନ, ମାର୍ଗଶିର ୨୪ଦିନ

ଶରଣ ଶେଷ

ସୂର୍ଯ୍ୟୋଦୟ : ୬/୦୬/୪୫, ସୂର୍ଯ୍ୟାସ୍ତ : ୫/୦୨/୧୦

ତିଥି : ଶୁକ୍ଳ ନବମୀ ଦିନ ୧୦/୪୬ | ପୂର୍ବଭାଦ୍ର ନକ୍ଷତ୍ର ସଂଧ୍ୟା ୫/୪୩ | କୁମ୍ଭ ଚନ୍ଦ୍ର ଦିନ୧୧/୩୫ | ଘାତବାର: ମକର ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା, ମକର, କୁମ୍ଭ ଓ ମିନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ଦିନ ୧୦/୪୬ ପରେ ଉତ୍ତରରେ, ଯାତ୍ରାଦି  ଶୁଭକର୍ମ ନିଷେଧ | ଶୁଭକର୍ମ : ବିବାହ-ପାଣି ଗ୍ରହଣ | ଶୁଭବେଳା : (ଅମୃତ) ଦିନ ୭/୩୬ ରୁ ୧୧/୧୪, ରାତି ୭/୪୦ ରୁ ୮/୩୨, ରାତି ୯/୨୫ ରୁ ୧୨/୦୨; (ମାହେନ୍ଦ୍ର) ଅସ୍ତରୁ ରାତି             ୭/୪୦ | ଅଶୁଭବେଳା : ଦିନ ୧୨/୫୮  ରୁ ୨/୧୯ ଓ ରାତି ୬/୪୦ ରୁ ୭/୩୮ | ପୁଷ୍କରଦୋଷ : ଦ୍ୱିପାଦ, ସଂଧ୍ୟା ୫/୪୩ ପର ଏକପାଦ      ଦୋଷ  |