Odia Daily Panji 28th October 2017

ଅକ୍ଟୋବର ୨୮, ୨୦୧୭, ଶନିବାର,ତୁଳା ୧୨ଦିନ,କାର୍ତ୍ତିକ ୨୩ଦିନ

ଗୋଷ୍ଠାଷ୍ଟମୀ, ଗୋବର୍ଦ୍ଧନପୀଠେ ଗୋ ମହୋତ୍ସବ,

ଜଗଦ୍ଧାତ୍ରୀ ପୂଜା

ସୂର୍ଯ୍ୟୋଦୟ : ୫/୪୯/୪୧,   ସୂର୍ଯ୍ୟାସ୍ତ : ୫/୧୧/୧୨

ତିଥି : ଶୁକ୍ଳ ପଞ୍ଚମୀ ଦିନ ୪/୩୯ | ଶ୍ରବଣା ନକ୍ଷତ୍ର ନିଶାନ୍ତ ୫/୩୭; ମକର ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ,ସିଂହ,କନ୍ୟା | ଘାତଚନ୍ଦ୍ର : ସିଂହ ରାଶି | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀର ଏକୋଦ୍ଦିଷ୍ଟ |  ଯୋଗିନୀ ସ୍ଥିତି : ଐଶାନ୍ୟରେ, ଦିନ ୪/୩୯ ପରେ ପୂର୍ବରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୨୧ ରୁ ୯/୩୭, ଦିନ ୧୧/୫୨ ରୁ ୨/୫୩, ଦିନ ୩/୩୮ ରୁ ୫/୦୮  |  ଅଶୁଭବେଳା : ପ୍ରାତଃରୁ ଦିନ ୭/୧୬ ମଧ୍ୟରେ |  ପୁଷ୍କରଦୋଷ : ଏକପାଦ |