Odia Daily Panji 29th January 2018

ଜାନୁୟାରୀ ୨୯,୨୦୧୮,ସୋମବାର, ମକର  ୧୬ଦିନ, ମାଘ ୨୭ଦିନ

ଶ୍ରୀ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମୋତ୍ସବ

ସୂର୍ଯ୍ୟୋଦୟ : ୬/୨୬/୩୦, ସୂର୍ଯ୍ୟାସ୍ତ : ୫/୩୨/୨୬

ତିଥି :ଶୁକ୍ଳ ତ୍ରୟୋଦଶୀ ରାତି ୧/୫୫  l ଆର୍ଦ୍ରା ନକ୍ଷତ୍ର ରାତି ୧୧/୩୭, ମିଥୁନ ଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣକୁ, ରାତି ୧/୫୫ ପରେ ପଶ୍ଚିମରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୫୩ ରୁ  ୧/୦୭, ସନ୍ଧ୍ୟା  ୬/୨୬ ରୁ ୯/୦୦ (ମାହେନ୍ଦ୍ର) ଅପରାହ୍‌ଣ ୩/୨୧ ରୁ ୪/୫୧ l  ଅଶୁଭବେଳା : ଦିନ ୭/୪୮ ରୁ ୯/୧୨, ଦିନ ୨/୪୮ ରୁ ୩/୨୦ l ପୁଷ୍କରଦୋଷ : ଏକପାଦ |