Odia Daily Panji 29th October 2017

ଅକ୍ଟୋବର ୨୯, ୨୦୧୭,ରବିବାର,ତୁଳା ୧୩ଦିନ,କାର୍ତ୍ତିକ ୨୪ଦିନ

ଅଁଳା ନବମୀ,ଧାତ୍ରୀ ପୂଜା,

ଶ୍ରୀରାଧାଙ୍କ ପାଦର୍ଶନ

ସୂର୍ଯ୍ୟୋଦୟ : ୫/୫୦/୦୬, ସୂର୍ଯ୍ୟାସ୍ତ : ୫/୧୦/୩୮

ତିଥି : ଶୁକ୍ଳ ନବମୀ ସଂଧ୍ୟା ୬/୦୪ | ଧନିଷ୍ଠା ନକ୍ଷତ୍ର ଅହୋରାତ୍ର,ମକର ଚନ୍ଦ୍ର ରାତି ୬/୩୦ | ଘାତବାର: ମେଷ ରାଶି | ଘାତଚନ୍ଦ୍ର: ସିଂହ ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ପୂର୍ବରେ, ସଂଧ୍ୟା ୬/୦୪ ପରେ ଉତ୍ତରରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୬/୩୭ ରୁ ୮/୫୨, ୧୧/୫୨ ରୁ ୨/୫୨ ଓ  ରାତି ୭/୪୦ ରୁ ୯/୨୨ | ଅଶୁଭବେଳା : ଦିନ ୧୦/୦୫ ରୁ ୧୧/୫୦ | ପୁଷ୍କରଦୋଷ : ଏକପାଦ |