Odia Daily Panji 2nd October 2017

ଅକ୍ଟୋବର ୨, ୨୦୧୭, ସୋମବାର,କନ୍ୟା ୧୬ଦିନ,ଆଶ୍ୱିନ ୨୬ଦିନ

ରାମାନୁଜ ମତେ ଏକାଦଶୀ,

ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୪୧/୨୦,   ସୂର୍ଯ୍ୟାସ୍ତ : ୫/୩୦/୦୬

ତିଥି : ଶୁକ୍ଲ ଦ୍ୱାଦଶୀ ରାତି ୨/୫୨ | ଧନିଷ୍ଠା ନକ୍ଷତ୍ର ରାତି ୯/୪୩, ମକର ଚନ୍ଦ୍ର ଦିନ୯/୦୯ | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ସିଂହ ରାଶିର ଏବଂ ଦିନ ୯/୦୯ ପରେ ମିଥୁନ ଓ ମୀନ ରାଶିର | ମେଷ,ବୃଷ,କର୍କଟ,କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ, ରାତି ୨/୫୨ ପରେ ଦକ୍ଷିଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାମକରଣ,ଅନ୍ନପ୍ରାଶନ,ନାଟ୍ୟାରମ୍ଭ,ନବାନ୍ନ,ଧାନ୍ୟସ୍ଥାପନ,ହଳପ୍ରବାହ | ଶୁଭବେଳା : (ଅମୃତ) ପ୍ରାତଃରୁ ୭/୧୧,ଦିନ  ୮/୫ ରୁ ୧୧/୧୯,ରାତି ୭/୫୨ ରୁ ୧୧/୪, ୨/୧୪ ରୁ ୩/୦୨ | ଅଶୁଭବେଳା : ଦିନ ୭/୧୨ ରୁ ୮/୪୦ ଓ ୨/୨୩ ରୁ ୩/୩୯ |  ପୁଷ୍କରଦୋଷ : ୨/୫୨ ମଧ୍ୟରେ ଏକପାଦ |