Odia Daily Panji 30th October 2017

ଅକ୍ଟୋବର ୩୦, ୨୦୧୭, ସୋମବାର,ତୁଳା ୧୪ ଦିନ,କାର୍ତ୍ତିକ ୨୫ଦିନ

ରାଧା ଦାମୋଦର ବେଶ ଶେଷ,ପଞ୍ଚୁକ  ବ୍ରତ ଆରମ୍ଭ

ସୂର୍ଯ୍ୟୋଦୟ : ୫/୫୦/୩୦, ସୂର୍ଯ୍ୟାସ୍ତ : ୫/୧୦/୦୩

ତିଥି : ଶୁକ୍ଳ ଦଶମୀ ରାତି ୬/୪୪ ; ଧନିଷ୍ଠା ନକ୍ଷତ୍ର ଦିନ ୬/୧୪,କୁମ୍ଭ ଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ,୬/୪୪ ପରେ ଆଗ୍ନେୟ କୋଣରେ, ଯାତ୍ରା ଶୁଭ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୮/୫୨ ରୁ ୧୧/୦୭, ରାତି ୭/୪୦ ରୁ ୧୧/୦୪ | ଅଶୁଭବେଳା : ଦିନ ୭/୧୭ ରୁ ୮/୪୧ | ପୁଷ୍କରଦୋଷ : ନାହିଁ |