Odia Daily Panji 31st October 2017

ଅକ୍ଟୋବର ୩୧, ୨୦୧୭, ମଙ୍ଗଳବାର,ତୁଳା ୧୫ ଦିନ,କାର୍ତ୍ତିକ ୨୬ଦିନ

ବଡ ଏକାଦଶୀ, ଦେବୋତ୍‌ଥାପନ,ସର୍ଦ୍ଦାର ପଟେଲ୍‌ ଜୟନ୍ତୀ,

ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ, ଶରଣ ଶେଷ

ସୂର୍ଯ୍ୟୋଦୟ : ୫/୫୧/୦୦, ସୂର୍ଯ୍ୟାସ୍ତ : ୫/୦୯/୩୦

ତିଥି : ଶୁକ୍ଳ ଏକାଦଶୀ ସଂଧ୍ୟା ୬/୩୬ | ଶତଭିଷା ନକ୍ଷତ୍ର ଦିନ ୮/୦୫,କୁମ୍ଭ ଚନ୍ଦ୍ର ରାତି ୨/୧୦ | ଘାତବାର : ମକର ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ସଂଧ୍ୟା  ୬/୩୬ ପରେ ନୈଋତରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୨୩ ରୁ ଦିନ ୧୧/୦୭, ରାତି  ୭/୪୦ ରୁ ଦିନ ୮/୩୧ ଓ ରାତି ୯/୨୨ ରୁ ୧୧/୫୫   | ଅଶୁଭବେଳା :   ଦିନ ୧୨/୫୪ ରୁ ୨/୧୮ | ପୁଷ୍କରଦୋଷ : ଏକପାଦ, ଦିନ ୮/୫ ପରେ ଦ୍ୱିପାଦ, ସଂଧ୍ୟା  ୬/୩୬ ପରେ ତିନିପାଦ |