Odia Daily Panji 3rd November 2017

ନଭେମ୍ବର ୩, ୨୦୧୭, ଶୁକ୍ରବାର,ତୁଳା ୧୮ ଦିନ,କାର୍ତ୍ତିକ ୨୯ ଦିନ

କେଦାର ବ୍ରତ,ଶ୍ରୀଜିଉଙ୍କ ଲକ୍ଷ୍ମୀନୃସିଂହ ବେଶ

ସୂର୍ଯ୍ୟୋଦୟ : ୫/୫୨/୨୫, ସୂର୍ଯ୍ୟାସ୍ତ : ୫/୦୭/୫୪

ତିଥି : ଶୁକ୍ଳ ଚତୁର୍ଦ୍ଦଶୀ ଦିନ ୧/୪୦୧ | ରେବତୀ ନକ୍ଷତ୍ର ପ୍ରାତଃ ୬/୦୩, ମୀନ ଚନ୍ଦ୍ର ପ୍ରାତଃ ୬/୦୩ | ଘାତବାର: ବିଛା,ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ଧନୁ ରାଶି | ମେଷ,ମିଥୁନ,କର୍କଟ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ, ପୂର୍ଣ୍ଣିମାର ପାର୍ବଣ |  ଯୋଗିନୀ ସ୍ଥିତି :  ପଶ୍ଚିମରେ, ଦିନ  ୧/୪୩ ପରେ ବାୟବ୍ୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୨୪ ରୁ ୯/୩୮ ଓ ୧୧/୫୨ ରୁ ୨/୫୧ ପର୍ଯ୍ୟନ୍ତ | ଅଶୁଭବେଳା : ଦିନ ୯/୪୦  ରୁ ୧୧/୩୦ ପର୍ଯ୍ୟନ୍ତ | ପୁଷ୍କରଦୋଷ : ନାହିଁ |