Odia Daily Panji 3rd October 2017

ଅକ୍ଟୋବର ୩, ୨୦୧୭, ମଙ୍ଗଳବାର,କନ୍ୟା ୧୭ ଦିନ,ଆଶ୍ୱିନ ୨୭ଦିନ

ସୂର୍ଯ୍ୟୋଦୟ : ୫/୪୧/୩୪, ସୂର୍ଯ୍ୟାସ୍ତ : ୫/୩୦/୧୪

ତିଥି : ଶୁକ୍ଳ ତ୍ରୟୋଦଶୀ ରାତି ୨/୩୪ | ଶତଭିଷା ନକ୍ଷତ୍ର ରାତି ୧୦/୧୪, କୁମ୍ଭ ଚନ୍ଦ୍ର ଅହୋରାତ୍ର | ଘାତବାର : ମକର ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ମେଷ,ବୃଷ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ରାତି ୨/୩୪ ପରେ ପଶ୍ଚିମରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ୬/୩୧, ଦିନ ୭/୧୯ ରୁ ୧୧/୧୯,ରାତି ୭/୪୩  ରୁ ୮/୩୧, ରାତି ୯/୧୮ ରୁ ୧୧/୪୨, ୧/୦୮ ରୁ ୨/୪୪, ୪/୫୧ ରୁ ୫/୪୨ ପର୍ଯ୍ୟନ୍ତ; (ମାହେନ୍ଦ୍ର) ଅସ୍ତରୁ ରାତି ୭/୦୭ ମଧ୍ୟରେ  | ଅଶୁଭବେଳା : ଦିନ ୬/୩୨ ରୁ ୭/୧୮ ପର୍ଯ୍ୟନ୍ତ |  ପୁଷ୍କରଦୋଷ : ଏକପାଦ, ରାତି ୧୦/୧୪ ପରେ ଦ୍ୱିପାଦ |