Odia Daily Panji 4th January 2018

ଜାନୁୟାରୀ ୪,୨୦୧୮, ଗୁରୁବାର, ଧନୁ ୨୦ଦିନ, ମାଘ ୨ଦିନ

ସୂର୍ଯ୍ୟୋଦୟ : ୬/୨୬/୦୪,   ସୂର୍ଯ୍ୟାସ୍ତ : ୫/୧୬/୩୨

ତିଥି : କୃଷ୍ଣ ତୃତୀୟା ରାତି ୯/୪୧ l ପୁଷ୍ୟା ନକ୍ଷତ୍ର ପ୍ରାତଃ ୬/୫୦, କର୍କଟ ଚନ୍ଦ୍ର ରାତି ୪/୩୭ | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,ସିଂହ, କନ୍ୟା,ତୁଳା,ବିଛା,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ରାତି ୯/୪୧ ପରେ ନୈଋତ କୋଣରେ, ଯାତ୍ରା ଶୁଭ | ଶୁଭକର୍ମ : ଅନ୍ନପ୍ରାଶନ,ନାମକରଣ,ଦେବତା ଗଠନ,ବାଣିଜ୍ୟ କରଣ,ବୀଜ ବପନ ଓ ରତ୍ନଧାରଣ l ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୫୪ ମଧ୍ୟରେ, ଦିନ ୧/୪୨ ରୁ ୩/୦୯, ସନ୍ଧ୍ୟା ୬/୧୨ ରୁ ୯/୪୨ l ଅଶୁଭବେଳା : ଦିନ ୩/୧୦ ରୁ ୫/୨୦ l ପୁଷ୍କରଦୋଷ : ନାହିଁ |