Odia Daily Panji 4th November 2017

ନଭେମ୍ବର ୪, ୨୦୧୭, ଶନିବାର,ତୁଳା ୧୯ ଦିନ,କାର୍ତ୍ତିକ ୩୦ଦିନ

ରାସ ପୂର୍ଣ୍ଣିମା, ବାଲିଯାତ୍ରା, ଶ୍ରୀଜିଉଙ୍କ ରାଜରାଜେଶ୍ୱରବେଶ,

କାର୍ତ୍ତିକ ବ୍ରତ ସମାପନ, ଗୁରୁ ନାନକ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୫୨/୫୪, ସୂର୍ଯ୍ୟାସ୍ତ : ୫/୭/୨୯

ତିଥି : ପୂର୍ଣ୍ଣିମା ଦିନ ୧୦/୫୮, ଦ୍ୱିଜା ନକ୍ଷତ୍ର ରାତି ୧/୫୩ ପର୍ଯ୍ୟନ୍ତ | ମେଷ ଚନ୍ଦ୍ର ଅହୋରାତ୍ର | ଘାତବାର: ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ମେଷ ରାଶି  | ମେଷ,ବୃଷ,ମିଥୁନ,କର୍କଟ,ତୁଳା,ବିଛା,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଏବଂ ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟରେ, ଦିନ ୧୦/୫୯ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୬/୪୦ ରୁ ୮/୫୪, ୧୧/୫୨ ରୁ ୨/୫୦ ଓ  ରାତି ୭/୩୯ ରୁ ୧୨/୫୪ ମଧ୍ୟରେ | ଅଶୁଭବେଳା : ଦିନ ୧୦/୦୬  ରୁ ୧୧/୫୦ | ପୁଷ୍କରଦୋଷ : ଏକପାଦ, ଦିନ ୧/୫୩ ପରେ ଦ୍ୱିପାଦ |