Odia Daily Panji 4th October 2017

ଅକ୍ଟୋବର ୪, ୨୦୧୭, ବୁଧବାର,କନ୍ୟା ୧୮ଦିନ,ଆଶ୍ୱିନ ୨୮ଦିନ

ଶିବ ଚତୁର୍ଦ୍ଦଶୀ ଉପବାସ,ଶରଣ ଶେଷ

ସୂର୍ଯ୍ୟୋଦୟ : ୫/୪୧/୨୩,   ସୂର୍ଯ୍ୟାସ୍ତ : ୫/୨୯/୧୯

ତିଥି : ଶୁକ୍ଳ ଚତୁର୍ଦ୍ଦଶୀ ରାତି ୧/୩୬ | ପୂର୍ବଭାଦ୍ର ନକ୍ଷତ୍ର ରାତି ୧୦/୦୩, କୁମ୍ଭ ଚନ୍ଦ୍ର ଦିନ ୪/୦୬ | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ଏବଂ ଦିନ ୪/୦୬ ପରେ ଧନୁରାଶି | ମେଷ,ବୃଷ, ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଏବଂ ୪/୬ ପରେ ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ରାତି ୧/୩୬ ପରେ ବାୟବ୍ୟ କୋଣରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ୬/୩୧, ୭/୧୯ ରୁ ୮/୦୭, ୧୦/୩୧ ରୁ  ୧୨/୫୫, ରାତି ୬/୧୪ ରୁ ୭/୦୨,୮/୫୫ ରୁ ୩/୨୪; (ମାହେନ୍ଦ୍ର) ୬/୩୧ ରୁ ୭/୧୯, ଦିନ ୧/୪୩ ରୁ  ୪/୦୭ |  ଅଶୁଭବେଳା : ଦିନ ୮/୪୦ ରୁ ୧୦/୦୬ |  ପୁଷ୍କରଦୋଷ : ରାତି ୧୦/୦୩ ମଧ୍ୟରେ ଏକପାଦ |