Odia Daily Panji 5th January 2018

ଜାନୁୟାରୀ ୫,୨୦୧୮,ଶୁକ୍ରବାର, ଧନୁ ୨୧ଦିନ, ମାଘ ୩ଦିନ

ସଙ୍କଟ ଚତୁର୍ଥୀ

ସୂର୍ଯ୍ୟୋଦୟ : ୬/୨୬/୨୦,   ସୂର୍ଯ୍ୟାସ୍ତ : ୫/୧୭/୧୦

ତିଥି : କୃଷ୍ଣ ଚତୁର୍ଥୀ ରାତି ୭/୦୬ | ମଘା ନକ୍ଷତ୍ର ରାତି ୨/୫୨, ସିଂହ ଚନ୍ଦ୍ର ଅହୋରାତ୍ର  | ଘାତବାର : ବିଛା,ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ବିଛା,କୁମ୍ଭ  ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ନୈଋତରେ ରାତି ୭/୦୬ ପରେ ଦକ୍ଷିଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୫୪ ରୁ ୧୦/୦୫, ଦିନ ୧୨/୧୫ ରୁ ୩/୧୦, ଦିନ ୩/୩୩ ରୁ ଦିନ ୫/୨୦ l  ଅଶୁଭବେଳା : ଦିନ ୧୦/୦୬ ରୁ ଦିନ ୧/୫୪ l  ପୁଷ୍କରଦୋଷ ନାହିଁ l