Odia Daily Panji 5th July 2017
ଜୁଲାଇ ୫,୨୦୧୭, ବୁଧବାର, ମିଥୁନ ୨୧ଦିନ, ଆଷାଢ ୨୬ଦିନ
ଶ୍ରୀଗରୁଡ଼ ଶୟନ ଉତ୍ସବ, ଅଧରପଣା ଭୋଗ
ସୂର୍ଯ୍ୟୋଦୟ : ୫/୧୬/୧୨, ସୂର୍ଯ୍ୟାସ୍ତ : ୬/୨୬/୧୪
ତିଥି : ଶୁକ୍ଳ ଦ୍ୱାଦଶୀ, ରାତି ୨/୪୯| ନକ୍ଷତ୍ର : ବିଶାଖା (ମଳ), ରାତି ୬/୦୦, ବିଛାଚନ୍ଦ୍ର, ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ନୈଋତରେ ରାତି ୨/୪୯ ପରେ ଦକ୍ଷିଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା: (ଅମୃତ) ଦିନ ୨/୦୩ ରୁ ସଂଧ୍ୟା ୫/୩୩; ଅସ୍ତରୁ ରାତି ୧୦/୩ | ଅଶୁଭବେଳା : ଦିନ ୮/୩୫ ରୁ ୧୦/୧୨ | ପୁଷ୍କରଦୋଷ : ଦ୍ୱିପାଦ , ପ୍ରାତଃ ୬ଟାରୁ ରାତି ୨/୪୯ ମଧ୍ୟରେ ଏକପାଦ |