Odia Daily Panji 7th June 2017

ଜୁନ ୭,୨୦୧୭, ବୁଧବାର, ବୃଷ ୨୪ଦିନ, ଜ୍ୟେଷ୍ଠ ୨୮ଦିନ ସୂର୍ଯ୍ୟୋଦୟ : ୫/୧୦/୪୨, ସୂର୍ଯ୍ୟାସ୍ତ : ୬/୨୦/୧୪ ତିଥି : ଶୁକ୍ଳ ତ୍ରୟୋଦଶୀ ଦିନ ୧/୫୧ ପର୍ଯ୍ୟନ୍ତ | ବିଶାଖା ନକ୍ଷତ୍ର ରାତି ୧୧/୫୩ ପର୍ଯ୍ୟନ୍ତ, ତୁଳାଚନ୍ଦ୍ର ସନ୍ଧ୍ୟା ୫/୧୦ | ଘାତଚନ୍ଦ୍ର ନାହିଁ ଓ କର୍କଟ ରାଶିର ଘାତବାର | ଗତ ଦିବସ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି | ରାତି ୧୧/୫୭ ପରେ ଜ୍ୟେଷ୍ଠା, ମୂଳା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବଭାଦ୍ର, ରେବତୀ, ଅଶ୍ୱିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ମଘା, ଉତ୍ତର ଫାଲ୍‍ଗୁନୀ, ଚିତ୍ରା, ବିଶାଖା ଆଦି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀ ତିଥିର ଏକୋଦ୍ଦିଷ୍ଟ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ଦିନ ୧/୫୧ ପରେ ପଶ୍ଚିମରେ, ଯାତ୍ରା ନିଷେଧ |  ଶୁଭକର୍ମ : ଅନ୍ନପ୍ରାଶନ, ବୀଜବପନ, ବୃକ୍ଷରୋପଣ, ଅଳଙ୍କାର ଧାରଣ, ହଳପ୍ରବାହ, ଦେବତା ଗଠନ |  ଶୁଭବେଳା : (ଅମୃତ) ଦିନ ୩/୪୪ ରୁ ସନ୍ଧ୍ୟା ୬/୨୦, ରାତି ୭/୦୫ ରୁ ୯/୧୫ |  ଅଶୁଭବେଳା : ଦିନ ୩/୦୪ ରୁ ୩/୪୩ |  ପୁଷ୍କରଦୋଷ : ରାତ୍ର ୧୧/୫୩ ମଧ୍ୟେ ଏକପାଦ |