Odia Daily Panji 5th November 2017

ନଭେମ୍ବର ୫, ୨୦୧୭, ରବିବାର,ତୁଳା ୨୦ ଦିନ,ମାର୍ଗଶିର ୧ଦିନ

ଛାଡଖାଇ

ସୂର୍ଯ୍ୟୋଦୟ : ୫/୫୩/୨୨, ସୂର୍ଯ୍ୟାସ୍ତ : ୫/୭/୦୦

ତିଥି : କୃଷ୍ଣ ପ୍ରତିପଦ ଦିନ ୭/୫୫, ଦ୍ୱିତୀୟା କ୍ଷୟ ରାତି ୪/୩୭ | କୃତ୍ତିକା ନକ୍ଷତ୍ର ରାତି ୧୧/୨୭, ମେଷ ଚନ୍ଦ୍ର ଦିନ ୭/୨୪ | ଘାତବାର: ମେଷ ରାଶି | ଘାତଚନ୍ଦ୍ର : ମେଷ ରାଶି  | ବୃଷ,ମିଥୁନ,କର୍କଟ,ସିଂହ,ବିଛା,ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ଦିନ ୭/୫୫ ପରେ ଉତ୍ତରରେ, ଯାତ୍ରାଦି ଶୁଭକର୍ମ ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୬/୪୦ ରୁ ୮/୫୪, ୧୧/୫୨ ରୁ ୨/୫୧, ରାତି ୭/୩୯ ରୁ ୯/୨୨; (ମାହେନ୍ଦ୍ର) ଦିନ ୩/୩୫ ରୁ ୪/୨୦ | ଅଶୁଭବେଳା : ଦିନ ୧୦/୦୬  ରୁ ୧୧/୫୦ | ପୁଷ୍କରଦୋଷ : ଦ୍ୱିପାଦ, ଦିନ ୭/୫୫ ପରେ ତିନିପାଦ, ରାତି ୧୧/୨୭ ପରେ ଦ୍ୱିପାଦ |