Odia Daily Panji 5th October 2017

ଅକ୍ଟୋବର ୫, ୨୦୧୭, ଗୁରୁବାର,କନ୍ୟା ୧୯ ଦିନ,ଆଶ୍ୱିନ ୨୯ଦିନ

କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା,

ବୈଷ୍ଣବ ପାଣି ଓ ଆଦିକବି ବାଲ୍ମୀକି ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୪୧/୦୪, ସୂର୍ଯ୍ୟାସ୍ତ : ୫/୨୮/୩୦

ତିଥି : ପୂର୍ଣ୍ଣିମା ରାତି ୧୨/୦୪ | ଉତ୍ତରଭାଦ୍ର ନକ୍ଷତ୍ର ରାତି ୯/୧୯,ମୀନ ଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ଧନୁ ରାଶିର | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶି ଏବଂ ରାତି ୧୨/୦୪ ପରେ ମେଷ,ବୃଷ,ମିଥୁନ,କନ୍ୟା,ତୁଳା,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣେ, ରାତି  ୧୨/୦୪ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୧୯,ଦିନ ୧/୩୪ ରୁ ୩/୧୯, ରାତି ୬/୧୩ ରୁ ୯/୧୭,  ୧୨/୧୧ ରୁ ୩/୨୨,ରାତି ୪/୧୨ ରୁ ୫/୪୩ | ଅଶୁଭବେଳା : ଦିନ ୩/୨୦ ରୁ ୫/୨୯ | ପୁଷ୍କରଦୋଷ : ଏକପାଦ |