Odia Daily Panji 6th January 2018

ଜାନୁୟାରୀ ୬,୨୦୧୮, ଶନିବାର, ଧନୁ ୨୨ଦିନ, ମାଘ ୪ଦିନ

ସୂର୍ଯ୍ୟୋଦୟ : ୬/୨୬/୩୫,   ସୂର୍ଯ୍ୟାସ୍ତ : ୫/୧୭/୪୭

ତିଥି : କୃଷ୍ଣ ପଞ୍ଚମୀ ସନ୍ଧ୍ୟା ୫/୧୧ l ପୂର୍ବା ଫାଲଗୁନି ନକ୍ଷତ୍ର ରାତି  ୧/୫୪, ସିଂହ ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ, ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର :କର୍କଟ ଓ ମକର ରାଶି | ବୃଷ,ମିଥୁନ,ସିଂହ, କନ୍ୟା,ତୁଳା,ବିଛା,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ସନ୍ଧ୍ୟା ୫/୧୧ ପରେ ପଶ୍ଚିମରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ l ଶୁଭବେଳା : (ଅମୃତ) ଦିନ ୭/୫୪ ରୁ, ଦିନ ୧୦/୦୫, ଦିନ ୧୨/୧୬ ରୁ ୩/୧୦, ଦିନ ୩/୫୪ ରୁ ୫/୨୧  l ଅଶୁଭବେଳା : ଦିନ ୫/୨୨ ରୁ ୬/୨୮ l ପୁଷ୍କରଦୋଷ : ଏକପାଦ, ରାତି ୧/୫୪ ପରେ ଦ୍ୱିପାଦ |