Odia Daily Panji 6th November 2017

ନଭେମ୍ବର ୬, ୨୦୧୭, ସୋମବାର,ତୁଳା ୨୧ ଦିନ,ମାର୍ଗଶିର ୨ଦିନ

ପଣ୍ଡିତ ନୀଳକଂଠ ଦାସଙ୍କ ଶ୍ରାଦ୍ଧ

ସୂର୍ଯ୍ୟୋଦୟ : ୫/୫୩/୫୪, ସୂର୍ଯ୍ୟାସ୍ତ : ୫/୦୬/୩୪

ତିଥି : କୃଷ୍ଣ ତୃତୀୟା ରାତି ୧/୩୭ | ରୋହିଣୀ ନକ୍ଷତ୍ର ରାତି ୯/୦୪;ବୃଷ ଚନ୍ଦ୍ର ଅହୋରାତ୍ର | ଘାତବାର: ମିଥୁନ ରାଶି | ଘାତଚନ୍ଦ୍ର : ବିଛା ରାଶି  | ବୃଷ,ମିଥୁନ,କର୍କଟ,ସିଂହ,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ରାତି ୧/୩୭ ପରେ ନୈଋତରେ ଯାତ୍ରାଦି ଶୁଭ | ଶୁଭକର୍ମ : ଗୃହାରମ୍ଭ,ଦେବତା ଗଠନ ,ହଳ ପ୍ରବାହ,ବୀଜବପନ,ବୃକ୍ଷରୋପଣ,ନାମକରଣ,ଦୀକ୍ଷାଗ୍ରହଣ,ଔଷଧକରଣ,ନୂତନଯାନାରୋହଣ,ନିଷ୍କ୍ରମଣ,ଅନ୍ନପ୍ରାଶନ,ବାଣିଜ୍ୟକରଣ| ଶୁଭବେଳା : (ଅମୃତ) ଦିନ ୮/୫୪ ରୁ ୧୧/୮, ରାତି ୭/୩୯ ରୁ ୧୧/୦୭ | ଅଶୁଭବେଳା : ଦିନ ୭/୧୯  ରୁ ୮/୪୩ | ପୁଷ୍କରଦୋଷ : ନାହିଁ |