Odia Daily Panji 6th October 2017

ଅକ୍ଟୋବର ୬, ୨୦୧୭, ଶୁକ୍ରବାର,କନ୍ୟା ୨୦ ଦିନ,କାର୍ତ୍ତିକ ୧ଦିନ

କାର୍ତ୍ତିକ ବ୍ରତ ଆରମ୍ଭ

ସୂର୍ଯ୍ୟୋଦୟ : ୫/୪୨/୧୮, ସୂର୍ଯ୍ୟାସ୍ତ : ୫/୨୭/୩୬

ତିଥି : କୃଷ୍ଣ ପ୍ରତିପଦ ରାତି ୧୦/୧୮ | ରେବତୀ ନକ୍ଷତ୍ର ରାତି ୮/୧୦,ମୀନ ଚନ୍ଦ୍ର ରାତି ୮/୧୦ | ଘାତବାର : ବିଛା,ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ମୀନ ରାଶି ଏବଂ ୮/୧୦ ପରେ ମେଷ ରାଶି | ମେଷ,ବୃଷ,ମିଥୁନ,କନ୍ୟା,ତୁଳା,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ରାତି  ୧୦/୮ ପରେ ଉତ୍ତରରେ, ଯାତ୍ରା ଶୁଭ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ୬/୩୧,ଦିନ ୭/୨୦ ରୁ ୯/୪୪, ୧୨/୦୮ ରୁ ୩/୦୭, ୩/୫୨ ରୁ ସଂଧ୍ୟା  ୫/୨୬, ରାତି ୬/୧୨ ରୁ ୯/୨୪, ୧୧/୪୩ ରୁ ୨/୫୯, ୪/୧୨ ରୁ ୫/୪୩  | ଅଶୁଭବେଳା : ଦିନ ୯/୪୫ ରୁ ୧୧/୩୧ | ପୁଷ୍କରଦୋଷ : ରାତି ୧୦/୦୮ ପରେ ଏକପାଦ |