Odia Daily Panji 7th January 2018

ଜାନୁୟାରୀ ୭,୨୦୧୮,ରବିବାର, ଧନୁ ୨୩ଦିନ, ମାଘ ୫ଦିନ

ସୂର୍ଯ୍ୟୋଦୟ : ୬/୨୬/୪୮,   ସୂର୍ଯ୍ୟାସ୍ତ : ୫/୧୮/୨୬

ତିଥି : କୃଷ୍ଣ ଷଷ୍ଠୀ ଦିନ ୪/୦୩ | ଉତ୍ତର ଫାଲଗୁନି ନକ୍ଷତ୍ର ରାତି ୧/୪୩, ସିଂହ ଚନ୍ଦ୍ର ଦିନ ୭/୪୭ | ଘାତବାର : ମେଷ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ମେଷ,ମିଥୁନ,କର୍କଟ,ସିଂହ,କନ୍ୟା,ତୁଳା,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ପଶ୍ଚିମରେ ,ଦିନ ୪/୦୩ ପରେ ବାୟବ୍ୟ କୋଣରେ ଯାତ୍ରା ନିଷେଧ | ଶୁଭକର୍ମ : ନାମକରଣ,ନିଷ୍କ୍ରମଣ,ଧାନ୍ୟଛେଦନ,ଦେବତା ଗଠନ,ନବବସ୍ତ୍ର ପରିଧାନ,ରତ୍ନଧାରଣ | ଶୁଭବେଳା : (ଅମୃତ) ଦିନ ୭/୧୧ ରୁ ୯/୧୨, ଦିନ ୧୨/୧୬ ରୁ ୩/୧୧, ରାତି ୭/୫୯ ରୁ ୯/୪୩ l  ଅଶୁଭବେଳା : ଦିନ ୧୦/୩୩ ରୁ ଦିନ ୧୨/୧୫ l  ପୁଷ୍କରଦୋଷ ଦ୍ୱିପାଦ, ଦିନ ୪/୦୩ ପରେ ତିନିପାଦ ପୁନଶ୍ଚ ରାତି ୧/୪୩ ଗତେ ଦ୍ୱିପାଦ l