Odia Daily Panji 7th November 2017

ନଭେମ୍ବର ୭, ୨୦୧୭, ମଙ୍ଗଳବାର,ତୁଳା ୨୨ ଦିନ,ମାର୍ଗଶିର ୩ଦିନ

         ସୂର୍ଯ୍ୟୋଦୟ : ୫/୫୪/୨୪, ସୂର୍ଯ୍ୟାସ୍ତ : ୫/୬/୮

ତିଥି : କୃଷ୍ଣ ଚତୁର୍ଥୀ ରାତି ୧୦/୩୨ | ମୃଗଶିରା ନକ୍ଷତ୍ର ରାତି ୬/୪୪ | ବୃଷ ଚନ୍ଦ୍ର ଦିନ ୭/୫୫ | ଘାତବାର: ମକର ରାଶି | ଘାତଚନ୍ଦ୍ର : ବିଛା ରାଶି |  ମେଷ,ମିଥୁନ,କର୍କଟ,ସିଂହ,କନ୍ୟା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ |  ଯୋଗିନୀ ସ୍ଥିତି : ନୈଋତ କୋଣରେ, ରାତି ୧୦/୩୨ ପରେ ଦକ୍ଷିଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୨୫ ରୁ ୧୧/୦୮, ରାତି ୭/୩୮ରୁ ୮/୩୦; (ମାହେନ୍ଦ୍ର) ଅସ୍ତରୁ ରାତି ୭/୩୮ | ଅଶୁଭବେଳା : ଦିନ ୧୨/୫୪  ରୁ ୨/୧୭ ମଧ୍ୟରେ | ପୁଷ୍କରଦୋଷ : ଏକପାଦ |