Odia Daily Panji 8th January 2018

ଜାନୁୟାରୀ ୮,୨୦୧୮, ସୋମବାର, ଧନୁ ୨୪ଦିନ, ମାଘ ୬ଦିନ

ସୂର୍ଯ୍ୟୋଦୟ : ୬/୨୭/୦୦,   ସୂର୍ଯ୍ୟାସ୍ତ : ୫/୧୯/୦୫

ତିଥି : କୃଷ୍ଣ ସପ୍ତମୀ ଦିନ ୩/୪୪ l ହସ୍ତା ନକ୍ଷତ୍ର ରାତି  ୨/୨୧, କନ୍ୟା ଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ମେଷ,ମିଥୁନ,କର୍କଟ, କନ୍ୟା,ତୁଳା,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ଦିନ ୩/୪୪ ପରେ ଐଶାନ୍ୟ କୋଣରେ, ଯାତ୍ରା ଶୁଭ | ଶୁଭକର୍ମ : ନାମକରଣ, ନିଷ୍କ୍ରମଣ, ବାଣିଜ୍ୟକରଣ,ନବବସ୍ତ୍ର ପରିଧାନ,ବାଣିଜ୍ୟକରଣ, ନୌକାଗଠନ,ନୂତନଯାନାରୋହଣ,ଚୂଡାକରଣ,ନାଟ୍ୟାରମ୍ଭ,ଧାନ୍ୟଛେଦନ l ଶୁଭବେଳା : (ଅମୃତ) ଦିନ ୯/୨୨ ରୁ ୧୧/୩୩, ରାତି ୭/୫୯ ରୁ ୧୧/୨୯ l ଅଶୁଭବେଳା : ଦିନ ୭/୪୯ ରୁ ୯/୧୧ l ପୁଷ୍କରଦୋଷ : ଦିନ ୩/୪୪ ମଧ୍ୟରେ ଏକପାଦ l