Odia Daily Panji 8th June 2017

ଆମ ପାଞ୍ଜି ଜୁନ ୮,୨୦୧୭, ଗୁରୁବାର, ବୃଷ ୨୫ଦିନ, ଜ୍ୟେଷ୍ଠ ୨୯ଦିନ ଚନ୍ଦ୍ର ଉପବାସ, ଅଭିମନ୍ୟୁ ସାମନ୍ତସିଂହାରଙ୍କ ଶ୍ରାଦ୍ଧ ସୂର୍ଯ୍ୟୋଦୟ : ୫/୧୦/୪୩, ସୂର୍ଯ୍ୟାସ୍ତ : ୬/୨୦/୩୨ ତିଥି : ଶୁକ୍ଳ ଚତୁର୍ଦ୍ଦଶୀ ତିଥି ଦିନ ୪/୧୭, ଅନୁରାଧା ନକ୍ଷତ୍ର ରାତି ୩/୦୧, ବିଛା ଚନ୍ଦ୍ର ଅହୋରାତ୍ର | ଘାତଚନ୍ଦ୍ର ନାହିଁ ଓ ତୁଳା, କୁମ୍ଭ ରାଶିର ଘାତବାର | ବୃଷ, ମିଥୁନ , କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ ଦିନ ୪/୧୭ ପରେ ବାୟବ୍ୟରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ |  ଶୁଭବେଳା : (ଅମୃତ) ଦିନ ୧୨/୧୩ ରୁ ୨/୫୧, ଅସ୍ତରୁ ରାତି ୮/୩୦ |  ଅଶୁଭବେଳା : ଦିନ ୮/୨୫ ରୁ ୧୧/୪୬ |  ପୁଷ୍କରଦୋଷ : ନାହିଁ |