Odia Daily Panji 9th January 2018

ଜାନୁୟାରୀ ୯,୨୦୧୮,ମଙ୍ଗଳବାର, ଧନୁ ୨୫ଦିନ, ମାଘ ୭ଦିନ

ଅଷ୍ଟକା ଶ୍ରାଦ୍ଧ

ସୂର୍ଯ୍ୟୋଦୟ : ୬/୨୭/୧୨,   ସୂର୍ଯ୍ୟାସ୍ତ : ୫/୧୯/୪୪

ତିଥି : କୃଷ୍ଣ ଅଷ୍ଟମୀ ଦିନ ୪/୧୩ | ଚିତ୍ରା ନକ୍ଷତ୍ର ରାତି ୩/୪୧, କନ୍ୟା ଚନ୍ଦ୍ର ଦିନ ୨/୫୬ | ଘାତବାର : ମକର ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ମେଷ,ବୃଷ,କର୍କଟ,ସିଂହ,ତୁଳା,ବିଛା,ଧନୁ ଓ ମକର ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରୁ ଦିନ ୪/୧୩ ପରେ ପୂର୍ବରେ ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ୮/୩୮ ରୁ ଦିନ ୧୦/୫୦,ଦିନ ୧/୦୧ ରୁ ଦିନ ୨/୨୮, ଦିନ ୩/୧୨ ରୁ ୪/୩୯ l  ଅଶୁଭବେଳା : ଦିନ ୭/୫୦ ରୁ ୮/୩୭ l  ପୁଷ୍କରଦୋଷ ଏକପାଦ l