Odia Daily Panji 9th June 2017

ଜୁନ ୯,୨୦୧୭, ଶୁକ୍ରବାର, ବୃଷ ୨୬ଦିନ, ଜ୍ୟେଷ୍ଠ ୩୦ଦିନ

ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶ, ଅଣସର ଆରମ୍ଭ

ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଶ୍ରାଦ୍ଧ

ସୂର୍ଯ୍ୟୋଦୟ : ୫/୧୦/୪୬, ସୂର୍ଯ୍ୟାସ୍ତ : ୬/୨୦/୫୬

ତିଥି : ପୂର୍ଣ୍ଣିମା ରାତି ୬/୫୧, ଜ୍ୟେଷ୍ଠା ନକ୍ଷତ୍ର ଅହୋରାତ୍ର, ବିଛା ଚନ୍ଦ୍ର ଅହୋରାତ୍ର | ବିଛା, ଧନୁ, ମୀନ ରାଶିର ଘାତବାର ଓ ଘାତଚନ୍ଦ୍ର ନାହିଁ | ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପୂର୍ଣ୍ଣିମା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ରାତ୍ର ୬/୫୧ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ |  ଶୁଭବେଳା : (ଅମୃତ) ଦିନ ୧୨/୧୩ ରୁ ୨/୫୧, ସୂର୍ଯ୍ୟାସ୍ତରୁ ରାତ୍ର ୮/୩୦; (ମାହେନ୍ଦ୍ର) ଦିନ ୬/୦୪ ରୁ ୬/୫୭, ଦିନ ୯/୩୫ ରୁ ୧୦/୨୮ |  ଅଶୁଭବେଳା : ଦିନ ୧୦/୩୦ ରୁ ୧୧/୪୫ |  ପୁଷ୍କରଦୋଷ : ନାହିଁ |