Odia Daily Panji 9th November 2017

ନଭେମ୍ବର ୯, ୨୦୧୭,ଗୁରୁବାର,ତୁଳା ୨୪ ଦିନ,ମାର୍ଗଶିର ୫ ଦିନ

ପ୍ରଥମ ପାଳି ମାଣବସା,ଶ୍ରୀକ୍ଷେତ୍ର ପରିକ୍ରମା

ଶ୍ରୀଜିଉଙ୍କ ବାଙ୍କଚୂଡ ବେଶ

ସୂର୍ଯ୍ୟୋଦୟ : ୫/୫୫/୫୧, ସୂର୍ଯ୍ୟାସ୍ତ : ୫/୦୫/୪୩

ତିଥି : କୃଷ୍ଣ ଷଷ୍ଠୀ ସଂଧ୍ୟା ୫/୨୫ | ପୁନର୍ବସୁ ନକ୍ଷତ୍ର ଦିନ ୨/୫୬, ମିଥୁନ ଚନ୍ଦ୍ର ଦିନ ୯/୧୯ | ଘାତବାର: ତୁଳା ଓ କୁମ୍ଭ | ଘାତଚନ୍ଦ୍ର : କନ୍ୟା ରାଶି | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ତୁଳା,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ସଂଧ୍ୟା ୫/୨୫ ପରେ ବାୟବ୍ୟ କୋଣରେ, ଯାତ୍ରାଦି  ଶୁଭକର୍ମ ନିଷେଧ |  ଶୁଭକର୍ମ : ଅନ୍ନପ୍ରାଶନ,ଦେବତାଗଠନ,ହଳପ୍ରବାହ,ବୀଜବପନ,ବୃକ୍ଷରୋପଣ,ନାମକରଣ,ଦୀକ୍ଷାଗ୍ରହଣ,ଔଷଧକରଣ,ନୂତନଯାନାରୋହଣ,ବାଣିଜ୍ୟକରଣ | ଶୁଭବେଳା : (ଅମୃତ) ଦିନ ୧/୨୧ ରୁ ୨/୫୦, ସଂଧ୍ୟା ୫/୫୫ ରୁ ରାତି ୯/୨୨ | ଅଶୁଭବେଳା : ଦିନ ୨/୫୧ ରୁ ୫/୦୪ | ପୁଷ୍କରଦୋଷ : ଏକପାଦ, ପ୍ରାତଃରୁ  ୨/୫୬ ମଧ୍ୟରେ | ସଂଧ୍ୟା ୫/୨୫ ପରେ  ଏକପାଦ |