

ଜୁଲାଇ ୬,୨୦୧୭, ଗୁରୁବାର, ମିଥୁନ ୨୨ଦିନ, ଆଷାଢ ୨୭ଦିନ
ନୀଳାଦ୍ରୀ ବିଜେ, ରସଗୋଲା ଦିବସ
ସୂର୍ଯ୍ୟୋଦୟ : ୫/୧୬/୪୦, ସୂର୍ଯ୍ୟାସ୍ତ : ୬/୨୫/୦୪
ତିଥି : ଶୁକ୍ଳ ତ୍ରୟୋଦଶୀ, ଅହୋରାତ୍ର | ନକ୍ଷତ୍ର : ଅନୁରାଧା, ଦିନ ୯/୦୫ ବିଛାଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା ଓ କୁମ୍ଭରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଦକ୍ଷିଣରେ ଅହୋରାତ୍ର, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ୬/୧୦ ମଧ୍ୟେ, ଦିନ ୯/୪୦ ରୁ ୧୧/୨୫ | ଅଶୁଭବେଳା : ଅପରାହ୍ଣ ୩/୦୯ ରୁ ୬/୩୦ | ପୁଷ୍କରଦୋଷ : ନାହିଁ |
ଜୁଲାଇ ୫,୨୦୧୭, ବୁଧବାର, ମିଥୁନ ୨୧ଦିନ, ଆଷାଢ ୨୬ଦିନ
ଶ୍ରୀଗରୁଡ଼ ଶୟନ ଉତ୍ସବ, ଅଧରପଣା ଭୋଗ
ସୂର୍ଯ୍ୟୋଦୟ : ୫/୧୬/୧୨, ସୂର୍ଯ୍ୟାସ୍ତ : ୬/୨୬/୧୪
ତିଥି : ଶୁକ୍ଳ ଦ୍ୱାଦଶୀ, ରାତି ୨/୪୯| ନକ୍ଷତ୍ର : ବିଶାଖା (ମଳ), ରାତି ୬/୦୦, ବିଛାଚନ୍ଦ୍ର, ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ନୈଋତରେ ରାତି ୨/୪୯ ପରେ ଦକ୍ଷିଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା: (ଅମୃତ) ଦିନ ୨/୦୩ ରୁ ସଂଧ୍ୟା ୫/୩୩; ଅସ୍ତରୁ ରାତି ୧୦/୩ | ଅଶୁଭବେଳା : ଦିନ ୮/୩୫ ରୁ ୧୦/୧୨ | ପୁଷ୍କରଦୋଷ : ଦ୍ୱିପାଦ , ପ୍ରାତଃ ୬ଟାରୁ ରାତି ୨/୪୯ ମଧ୍ୟରେ ଏକପାଦ |
ଜୁଲାଇ ୪,୨୦୧୭, ମଙ୍ଗଳବାର, ମିଥୁନ ୨୦ଦିନ, ଆଷାଢ ୨୫ଦିନ
ଶ୍ରୀହରିଶୟନ ଏକାଦଶୀ, ସୁନାବେଶ,
ଚତୁର୍ମାସ୍ୟା ବ୍ରତ ଓ ଅଶୁଦ୍ଧ କାଳ ଆରମ୍ଭ
ସୂର୍ଯ୍ୟୋଦୟ : ୫/୧୫/୫୦, ସୂର୍ଯ୍ୟାସ୍ତ : ୬/୨୫/୫୦
ତିଥି : ଶୁକ୍ଳ ଏକାଦଶୀ, ରାତି ୧୨/୨୦ | ନକ୍ଷତ୍ର : ବିଶାଖା ଅହୋରାତ୍ର ତୁଳାଚନ୍ଦ୍ର, ରାତି ୧୧/୧୩ | ଘାତବାର : ମକର ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ଗତ ଦିବସ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ରାତି ୧୨/୨୦ ପରେ ନୈଋତରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୪୦ ରୁ ୧୨/୧୫ ଓ ୩/୪୫ ରୁ ୪/୪୦, (ମାହେନ୍ଦ୍ର) ଦିନ ୨/୫୫ ରୁ ୩/୪୫ | ଅଶୁଭବେଳା : ଦିନ ୬/୫୬ ରୁ ୮/୩୫ | ପୁଷ୍କରଦୋଷ : ଦ୍ୱିପାଦ, ରାତି ୧୨/୨୦ ପରେ ତିନିପାଦ |
ଜୁଲାଇ ୩,୨୦୧୭ ସୋମବାର, ମିଥୁନ ୧୯ଦିନ, ଆଷାଢ ୨୪ଦିନ
ବାହୁଡ଼ା ଯାତ୍ରା, ନିମାଇ ହରିଚନ୍ଦନଙ୍କ ଶ୍ରାଦ୍ଧ
ସୂର୍ଯ୍ୟୋଦୟ : ୫/୧୫/୪୦, ସୂର୍ଯ୍ୟାସ୍ତ : ୬/୨୬/୦୦
ତିଥି : ଶୁକ୍ଳ ଦଶମୀ ରାତି ୯/୫୮ | ନକ୍ଷତ୍ର : ସ୍ୱାତୀ ରାତି ୩/୦୦ ତୁଳା ଚନ୍ଦ୍ର ଦିନ ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଉତ୍ତରରେ ରାତି ୯/୫୮ ପରେ ଆଗ୍ନେୟ କୋଣରେ, ଯାତ୍ରା ଶୁଭ | ଶୁଭକର୍ମ : ବିବାହ, ପାଣିଗ୍ରହଣ, ଗୃହାରମ୍ଭ, ଗୃହପ୍ରବେଶ, ବ୍ରତୋପନୟନ, କର୍ଣ୍ଣବେଧ, ଦେବତାପ୍ରତିଷ୍ଠା, ଅନ୍ନପ୍ରାଶନ| ଶୁଭବେଳା : (ଅମୃତ) ଦିନ ୮/୪୭ ରୁ ୧୦/୩୦, ରାତି ୯/୧୫ ରୁ ୧୨/୦୦ (ମାହେନ୍ଦ୍ର) ରାତି ୩/୫୦ ରୁ ୪/୩୦ | ଅଶୁଭବେଳା :ଦିନ ୬/୫୫ ରୁ ୮/୩୫ | ପୁଷ୍କରଦୋଷ : ଏକପାଦ |
ଜୁଲାଇ ୨,୨୦୧୭ ରବିବାର, ମିଥୁନ ୧୮ଦିନ, ଆଷାଢ ୨୩ଦିନ
ଆଡ଼ପ ମଣ୍ଡପରେ ସନ୍ଧ୍ୟ ଦର୍ଶନ
ସୂର୍ଯ୍ୟୋଦୟ : ୫/୧୫/୨୪, ସୂର୍ଯ୍ୟାସ୍ତ : ୬/୨୫/୫୮
ତିଥି : ଶୁକ୍ଳ ନବମୀ ରାତି ୭/୫୫ | ନକ୍ଷତ୍ର : ଚିତ୍ରା, ରାତି ୧୨/୧୮, କନ୍ୟାଚନ୍ଦ୍ର ଦିନ ୧୧ଟା | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ପୂର୍ବରେ, ରାତି ୭/୫୫ ପରେ ଉତ୍ତରରେ ଯାତ୍ରା ନିଷେଧ | ଶୁଭକର୍ମ : ବିବାହ, ପାଣିଗ୍ରହଣ | ଶୁଭବେଳା :(ଅମୃତ) ଦିନ ୭/୦୨ ରୁ ୯/୪୦, ଅସ୍ତରୁ ସଂନ୍ଧ୍ୟା ୭/୫୦ ମଧ୍ୟରେ, ରାତି ୧୦/୪୫ ରୁ ୧୨/୫୫ (ମାହେନ୍ଦ୍ର) ଦିନ ୪/୪୦ ରୁ ୫/୩୦ | ଅଶୁଭବେଳା : ଦିନ ୧୦/୫୫ ରୁ ୧/୩୦ | ପୁଷ୍କରଦୋଷ : ଏକପାଦ |
ଜୁଲାଇ ୧,୨୦୧୭ ଶନିବାର, ମିଥୁନ ୧୭ଦିନ, ଆଷାଢ ୨୨ଦିନ
ପର୍ଶୁରାମ ଅଷ୍ଟମୀ, ବନମହୋତ୍ସବ
ସୂର୍ଯ୍ୟୋଦୟ : ୫/୧୫/୫, ସୂର୍ଯ୍ୟାସ୍ତ : ୬/୨୫/୫୨
ତିଥି : ଶୁକ୍ଳ ଅଷ୍ଟମୀ ସଂନ୍ଧ୍ୟା ୬/୨୦ | ନକ୍ଷତ୍ର : ହସ୍ତା ରାତି ୧୦/୪, କନ୍ୟାଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ, ସିଂହ, କନ୍ୟା ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଐଶାନ୍ୟରେ, ସଂନ୍ଧ୍ୟା ୬/୨୦ ପରେ ପୂର୍ବରେ ଯାତ୍ରା ଶୁଭ | ଶୁଭକର୍ମ : ନାହିଁ | ଶୁଭବେଳା :(ଅମୃତ) ଦିନ ୩/୪୮ ରୁ ସଂନ୍ଧ୍ୟା ୬/୨୫, ରାତି ୭/୧୦ ରୁ ୭/୫୦ | ଅଶୁଭବେଳା : ସୂର୍ଯୋଦୟରୁ ୬/୫୫ ଓ ଦିନ ୧/୩୦ ରୁ ୩/୦୮ | ପୁଷ୍କରଦୋଷ : ଏକପାଦ |
ଜୁନ ୩୦,୨୦୧୭ ଶୁକ୍ରବାର, ମିଥୁନ ୧୬ଦିନ, ଆଷାଢ ୨୧ଦିନ
ସୂର୍ଯ୍ୟୋଦୟ : ୫/୧୪/୪୫, ସୂର୍ଯ୍ୟାସ୍ତ : ୬/୨୫/୨୭
ତିଥି : ଶୁକ୍ଳ ସପ୍ତମୀ ସଂନ୍ଧ୍ୟା ୫/୨୫ | ନକ୍ଷତ୍ର : ଉତ୍ତର ଫାଲଗୁନୀ, ରାତି ୮/୨୫, କନ୍ୟାଚନ୍ଦ୍ର ଅହୋରାତ୍ର | ଘାତବାର : ବିଛା, ଧନୁ, ଓ ମୀନ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ବାୟବରେ ସଂନ୍ଧ୍ୟା ୫/୨୫ ପରେ ଐଶାନ୍ୟରେ, ଯାତ୍ରା ଶୁଭ | ଶୁଭକର୍ମ : ବିବାହ, ଗୃହାରମ୍ଭ, ଗୃହପ୍ରବେଶ, ଦୀକ୍ଷାଗ୍ରହଣ, ବୃକ୍ଷରୋପଣ, କର୍ଣ୍ଣବେଧ, ଚୂଡାକରଣ, ଦେବତାଗଠନ, ଔଷଧକରଣ | ଶୁଭବେଳା : (ଅମୃତ) ଦିନ ୧୨/୧୫ ରୁ ୨/୫୫, , ଅସ୍ତରୁ ରାତି ୮/୩୫; (ମାହେନ୍ଦ୍ର) ଦିନ ୬/୧୦ ରୁ ୭/, ଦିନ ୯/୪୦ ରୁ ୧୦/୩୦ | ଅଶୁଭବେଳା : ଦିନ ୮/୩୫ ରୁ ୯/୩୮ | ପୁଷ୍କରଦୋଷ : ଦ୍ୱିପାଦ, ସଂନ୍ଧ୍ୟା ୫/୨୫ ରୁ ୮/୨୫ ମଧ୍ୟରେ ଏକପାଦ |
ଜୁନ ୨୯,୨୦୧୭ ଗୁରୁବାର, ମିଥୁନ ୧୫ଦିନ, ଆଷାଢ ୨୦ଦିନ
ହେରାପଞ୍ଚମୀ
ସୂର୍ଯ୍ୟୋଦୟ : ୫/୧୪/୨୮, ସୂର୍ଯ୍ୟାସ୍ତ : ୬/୨୫/୪୦
ତିଥି : ଶୁକ୍ଳ ଷଷ୍ଠୀ ସଂନ୍ଧ୍ୟା ୫/୨୨ | ନକ୍ଷତ୍ର : ପୂର୍ବାଫାଲ୍ଗୁନୀ, ରାତି ୭/୩୨, ସିଂହ ଚନ୍ଦ୍ର ରାତି ୧/୪୦ | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ଚନ୍ଦ୍ରଶୁଦ୍ଧି : ଗତ ଦିବସ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ପଶ୍ଚିମରେ, ସଂନ୍ଧ୍ୟା ୫/୨୨ ପରେ ବାୟବ୍ୟରେ, ଯାତ୍ରା ଶୁଭ | ଶୁଭକର୍ମ : ବ୍ରତୋପନୟନ, ବିଦ୍ୟାରମ୍ଭ, ଦେବତା ପ୍ରତିଷ୍ଠା, ନବାନ୍ନ | ଶୁଭବେଳା : (ଅମୃତ) ରାତି ୭/୦୯ ରୁ ୯/୨୦ (ମାହେନ୍ଦ୍ର) ସୂର୍ୟୋଦୟରୁ ଦିନ ୬/୧୦, ଦିନ ୯/୪୦ ରୁ ୧୧/୨୦ | ଅଶୁଭବେଳା : ଅପରାହ୍ଣ ୩/୦୮ ରୁ ୬/୨୫ | ପୁଷ୍କରଦୋଷ: ଏକପାଦ , ରାତି ୭/୨୨ ପରେ ଦ୍ୱିପାଦ |