Posts

Odia Daily Panji 27th June 2017

ଜୁନ ୨୭,୨୦୧୭, ମଙ୍ଗଳବାର, ମିଥୁନ ୧୩ଦିନ, ଆଷାଢ ୧୮ଦିନ

ସୂର୍ଯ୍ୟୋଦୟ : ୫/୧୩/୪୨,   ସୂର୍ଯ୍ୟାସ୍ତ : ୬/୨୫/୧୬

ତିଥି : ଶୁକ୍ଳ ଚତୁର୍ଥୀ ରାତି ୭/୫୦ | ନକ୍ଷତ୍ର : ଅଶ୍ଳେଷା, ରାତି ୮/୨୬, କର୍କଟ ଚନ୍ଦ୍ର ରାତି ୮/୨୬  | ଘାତବାର : ମକର ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ରାତି ୮/୨୬ ପରେ ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ, ରାତ୍ର ୭/୫୦ ପରେ ଦକ୍ଷିଣରେ, ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ବିବାହ ଓ ପାଣିଗ୍ରହଣ | ଶୁଭବେଳା : (ଅମୃତ) ଦିନ ୯/୩୮ ରୁ ୧୨/୧୬, ଅପରାହ୍‌ଣ ୩/୪୫ ରୁ ୪/୪୦ (ମାହେନ୍ଦ୍ର) ୨/୪୫ ରୁ ୩/୪୫ |  ଅଶୁଭବେଳା : ଦିନ ୬/୫୦ ରୁ ୮/୩୦ |  ପୁଷ୍କରଦୋଷ : ଏକପାଦ |

Odia Daily Panji 26th June 2017

ଜୁନ ୨୬,୨୦୧୭, ସୋମବାର, ମିଥୁନ ୧୨ଦିନ, ଆଷାଢ ୧୭ଦିନ

ଇଦୁଲ ଫିତର

ସୂର୍ଯ୍ୟୋଦୟ : ୫/୧୩/୩୮,   ସୂର୍ଯ୍ୟାସ୍ତ : ୬/୨୫/୧୮

ତିଥି : ଶୁକ୍ଳ ତୃତୀୟା ରାତି ୧୦/୧୦ | ନକ୍ଷତ୍ର : ପୁଷ୍ୟା, ରାତି ୯/୫୫, କର୍କଟ ଚନ୍ଦ୍ର ଅହୋରାତ୍ର  | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ବୃ୍ଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ରାତ୍ର ୧୦/୧୦ ପରେ ନୈଋତରେ, ଯାତ୍ରା ଶୁଭ |  ଶୁଭକର୍ମ : ଗୃହାରମ୍ଭ ଓ ପ୍ରତିଷ୍ଠା, ନୂତନ ଯାନ ଆରୋହଣ, ବ୍ରତୋପନୟନ, ଅନ୍ନପ୍ରାଶନ, କାନଫୋଡ଼ା, ଜଳାଶୟ ଆରମ୍ଭ ଓ ପ୍ରତିଷ୍ଠା | ଶୁଭବେଳା : (ଅମୃତ) ଦିନ ୮/୪୬ ରୁ ୧୦/୩୦, ରାତି ୯/୧୫ ରୁ ୧୨/୧୨ |  ଅଶୁଭବେଳା : ସକାଳ ୬/୫୫ ରୁ ୮/୩୦ |  ପୁଷ୍କରଦୋଷ : ଏକପାଦ |

Odia Daily Panji 25th June 2017

ଜୁନ ୨୫,୨୦୧୭, ରବିବାର, ମିଥୁନ ୧୧ଦିନ, ଆଷାଢ ୧୬ଦିନ

ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା

ଦ୍ୱିତୀୟା ଚନ୍ଦ୍ରଦର୍ଶନ, ରୋଜା ଶେଷ

ସୂର୍ଯ୍ୟୋଦୟ : ୫/୧୩/୨୦,   ସୂର୍ଯ୍ୟାସ୍ତ : ୬/୨୫/୦୮

ତିଥି : ଶୁକ୍ଳ ଦ୍ୱିତୀୟା, ରାତି ୧/୧୦ | ନକ୍ଷତ୍ର : ପୁନର୍ବସୁ, ରାତି ୧୨/୦୭, ମିଥୁନ ଚନ୍ଦ୍ର ରାତି ୬/୪୪  | ଘାତବାର : ମେଷ ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ଚନ୍ଦ୍ରଶୁଦ୍ଧି : ରାତି ୬/୪୪ ପରେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ରାତି ୧/୧୦ ପଏ ଅଗ୍ନି କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ବୃକ୍ଷରୋପଣ, ନାମକରଣ, ଯାନାରୋହଣ, ଦେବତାଗଠନ, ଗୃହାରମ୍ଭ ଓ ପ୍ରତିଷ୍ଠା | ଶୁଭବେଳା : (ଅମୃତ) ଦିନ ୭ ରୁ ୯/୩୫, ୧୨/୧୫ ରୁ ୨/୫୪ ଓ ଅସ୍ତରୁ ରାତି ୭/୫୨ |  ଅଶୁଭବେଳା : ଦିନ୧୦/୧୦ ରୁ ୧୨/୧୪ |  ପୁଷ୍କରଦୋଷ : ନାହିଁ |