Posts

Odia Daily Panji 24th June 2017

ଜୁନ ୨୪,୨୦୧୭, ଶନିବାର, ମିଥୁନ ୧୦ଦିନ, ଆଷାଢ ୧୫ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ, ଅମାବାସ୍ୟା ଉତ୍କଳମଣଶ ଗୋପବନ୍ଧୁ ଶ୍ରାଦ୍ଧ ସୂର୍ଯ୍ୟୋଦୟ : ୫/୧୩/୦୫,   ସୂର୍ଯ୍ୟାସ୍ତ : ୬/୨୪/୫୫ ତିଥି : ଅମାବାସ୍ୟା, ଦିନ ୮/୪୦; ପ୍ରତିପଦ କ୍ଷୟ ରାତି ୪/୩୮ | ନକ୍ଷତ୍ର : ମୃଗଶିରା ପ୍ରାତଃ ୫/୩୫, ଆଦ୍ରା କ୍ଷୟ ରାତି ୨/୪୭; ମିଥୁନ ଚନ୍ଦ୍ର ଅହୋରାତ୍ର  | ଘାତବାର : ବୃଷ, ସିଂହ, କନ୍ୟା ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃ୍ଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟରେ, ଦିନ ୮/୪୦ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୩/୪୫ ରୁ ସଂନ୍ଧ୍ୟା ୬/୨୫, ରାତି ୭/୫୦ |  ଅଶୁଭବେଳା : ଦିନ୧/୩୦ ରୁ ୩/୦୮ |  ପୁଷ୍କରଦୋଷ : ଏକପାଦ ରାତି ୨/୪୭ ପରେ ଦ୍ୱିପାଦ |

Odia Daily Panji 23rd June 2017

ଜୁନ ୨୩,୨୦୧୭, ଶୁକ୍ରବାର, ମିଥୁନ ୯ଦିନ, ଆଷାଢ ୧୪ଦିନ ଶ୍ରୀମନ୍ଦିରରେ ବନକଲାଗି ସୂର୍ଯ୍ୟୋଦୟ : ୫/୧୨/୫୨,   ସୂର୍ଯ୍ୟାସ୍ତ : ୬/୨୪/୪୫ ତିଥି : କୃଷ୍ଣ ଚତୁର୍ଦ୍ଦଶୀ ଦିନ ୧୨/୧୦ | ନକ୍ଷତ୍ର : ରୋହିଣୀ ଦିନ ୮/୪୦, ବୃଷ ଚନ୍ଦ୍ର ରାତି ୭/୧୦  | ଘାତବାର : ବିଛା, ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ବିଛା ରାଶି | ଚନ୍ଦ୍ରଶୁଦ୍ଧି : ରାତି ୭/୧୦ ପରେ ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଏବଂ ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ , ଦିନ ୧୨/୧୦ ପ୍ରେ ଐଶାନ୍ୟରେ, ଯାତ୍ରା ଶୁଭ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୨/୧୫ ରୁ ୨/୫୦, ଅସ୍ତରୁ ରାତି ୮/୩୫, ରାତି ୧୨/୫୪ ରୁ ୩/୦୦; (ମାହେନ୍ଦ୍ର) ଦିନ ୬/୦୫ ରୁ ୭/୦୦ |  ଅଶୁଭବେଳା : ଦିନ ୮/୩୦ ରୁ ୧୧/୫୦ ମଧ୍ୟରେ |  ପୁଷ୍କରଦୋଷ : ନାହିଁ |

Odia Daily Panji 22nd June 2017

ଜୁନ ୨୨,୨୦୧୭, ଗୁରୁବାର, ମିଥୁନ ୮ଦିନ, ଆଷାଢ ୧୩ଦିନ ଶିବଚତୁର୍ଦ୍ଦଶୀ ସୂର୍ଯ୍ୟୋଦୟ : ୫/୧୨/୩୫,   ସୂର୍ଯ୍ୟାସ୍ତ : ୬/୨୪/୩୪ ତିଥି : କୃଷ୍ଣ ତ୍ରୟୋଦଶୀ ଦିନ ୩/୫୦ | ନକ୍ଷତ୍ର : କୃତ୍ତିକା, ଦିନ ୧୧/୩୬ ବୃଷ ଚନ୍ଦ୍ର ଅହୋରାତ୍ର  | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ ଓ ମୀନ ରାଶି | ସାମ୍ବତ୍ସରିକଶ୍ରାଦ୍ଧ : ତ୍ରୟୋଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ଦିନ ୩/୫୦ ପରେ ପଶ୍ଚିମରେ ଯାତ୍ରା ଶୁଭ |  ଶୁଭକର୍ମ : ବିବାହ, ପାଣିଗ୍ରହଣ, ବିଦ୍ୟାରମ୍ଭ, ନାମକରଣ ଇତ୍ୟାଦି | ଶୁଭବେଳା : (ଅମୃତ) ରାତି ୭/୮ ରୁ ୯/୧୮, ରାତି ୧୨/୧୦ ରୁ ୨/୨୧ ଓ ୩/୪୫ ରୁ ୫/୧୫ |  ଅଶୁଭବେଳା : (କାଳବେଳା) ଦିନ ୩/୫ ରୁ ୬/୨୫ |  ପୁଷ୍କରଦୋଷ : ଏକପାଦ |

Odia Daily Panji 21st June 2017

ଜୁନ ୨୧,୨୦୧୭, ବୁଧବାର, ମିଥୁନ ୭ଦିନ, ଆଷାଢ ୧୨ଦିନ ଅନ୍ତର୍ଜାତୀୟ ଯୋଗ ଦିବସ, ବୈଷ୍ଣବ ସମ୍ମତ ଏକାଦଶୀ ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ସୂର୍ଯ୍ୟୋଦୟ : ୫/୧୨/୨୫,   ସୂର୍ଯ୍ୟାସ୍ତ : ୬/୨୪/୨୦ ତିଥି : କୃଷ୍ଣ ଦ୍ୱାଦଶୀ, ରାତି ୭/୩୦ | ନକ୍ଷତ୍ର : ଦ୍ୱିଜା ଦିନ ୨/୧୫ ମେଷ ଚନ୍ଦ୍ର ରାତି ୭/୩୫  | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ମେଷ ରାଶି | ଚନ୍ଦ୍ରଶୁଦ୍ଧି : ସନ୍ଧ୍ୟା ୭/୩୫ ପରେ ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ, ରାତି ୭/୩୦ ପରେ ଦକ୍ଷିଣରେ,  ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୫ ରୁ ୧୧/୨୫ ଓ ୨/୦୧ ରୁ ୫/୩୦ ମଧ୍ୟରେ |  ଅଶୁଭବେଳା : ଦିନ ୧୧/୩୫ ରୁ ୧୨/୪୩ ପରେ ୮/୨୭ ମଧ୍ୟେ |  ପୁଷ୍କରଦୋଷ : ନାହିଁ |

Odia Daily Panji 20th June 2017

ଜୁନ ୨୦,୨୦୧୭, ମଙ୍ଗଳବାର, ମିଥୁନ ୬ଦିନ, ଆଷାଢ ୧୧ଦିନ ଖଳିଲାଗି ଏକାଦଶୀ (ସ୍ମାର୍ତ୍ତ) ସମ୍ମତ) ସୂର୍ଯ୍ୟୋଦୟ : ୫/୧୨/୧୨,   ସୂର୍ଯ୍ୟାସ୍ତ : ୬/୨୪/୦୫ ତିଥି : କୃଷ୍ଣ ଏକାଦଶୀ ରାତି ୧୦/୪୦ | ନକ୍ଷତ୍ର : ଅଶ୍ୱିନୀ, ଦିନ ୪/୨୫ ମେଷ ଚନ୍ଦ୍ର ଅହୋରାତ୍ର  | ଘାତବାର : ମକର ରାଶି | ଘାତଚନ୍ଦ୍ର : ମେଷ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର ଓ କୁମ୍ଭ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟରେ ରାତି ୧୦/୪୦ ପଏ ନୈଋତରେ ଯାତ୍ରା ନିଷେଧ |  ଶୁଭକର୍ମ : ବ୍ରତପୋନୟନ | ଶୁଭବେଳା : (ଅମୃତ) ଦିନ ୯/୩୭ ରୁ ୧୨/୧୫, ୪/୩୯ ରୁ ୫/୩୦ ରାତି ୮/୩୦ ରୁ ୧୦/୦୧; (ମାହେନ୍ଦ୍ର) ଦିନ ୨/୫୫ ରୁ ୩/୪୫ ଓ ୪/୩୫ ରୁ ୫/୩୦ |  ଅଶୁଭବେଳା : ଦିନ ୬/୫୦ ରୁ ୮/୩୦ |  ପୁଷ୍କରଦୋଷ : ଏକପାଦ |

Odia Daily Panji 19th June 2017

ଜୁନ ୧୯,୨୦୧୭, ସୋମବାର, ମିଥୁନ ୫ଦିନ, ଆଷାଢ ୧୦ଦିନ ଶ୍ରୀଜିଉଙ୍କର ଚକାବିଜେ ଦଶମୀ ସୂର୍ଯ୍ୟୋଦୟ : ୫/୧୨/୦୦,   ସୂର୍ଯ୍ୟାସ୍ତ : ୬/୨୩/୫୦ ତିଥି : କୃଷ୍ଣ ଦଶମୀ ରାତି ୧/୨୦ ପର୍ଯ୍ୟନ୍ତ | ନକ୍ଷତ୍ର : ରେବତୀ ସଂଧ୍ୟା ୬/୦୦ ମୀନ ଚନ୍ଦ୍ର ସଂଧ୍ୟା ୬ଟା  | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ଧନୁ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର ଓ କୁମ୍ଭ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ ରାତି ୧/୨୦ ପରେ ଆଗ୍ନେୟ କୋଣେ ଯାତ୍ରା ଶୁଭ |  ଶୁଭକର୍ମ : ବିବାହ, ବ୍ରତପୋନୟନ, କାନଫୋଡ଼ା, ଗୃହାରମ୍ଭ, ଗୃହପ୍ରବେଶ, ଦେବତାଗଠନ ଓ ପ୍ରବେଶ, ଦୀକ୍ଷାଗ୍ରହଣ, ବାଣିଜ୍ୟକରଣ | ଶୁଭବେଳା : (ଅମୃତ) ଦିନ ୮/୪୫ ରୁ ୧୦/୩୦ ମଧ୍ୟେ, ରାତି ୯/୧୫ ରୁ ୧୨/୧୦; (ମାହେନ୍ଦ୍ର) ରାତି ୩/୪୫ ରୁ ୪/୩୦ |  ଅଶୁଭବେଳା : ଦିନ ୬/୪୯ ରୁ ୮/୩୦ |  ପୁଷ୍କରଦୋଷ : ନାହିଁ |

Odia Daily Panji 18th June 2017

ଜୁନ ୧୮,୨୦୧୭, ରବିବାର, ମିଥୁନ ୪ଦିନ, ଆଷାଢ ୯ଦିନ ସୂର୍ଯ୍ୟୋଦୟ : ୫/୧୧/୪୫,   ସୂର୍ଯ୍ୟାସ୍ତ : ୬/୨୩/୩୫ ତିଥି : କୃଷ୍ଣ ନବମୀ ରାତି ୩/୨୧ | ନକ୍ଷତ୍ର : ଉତ୍ତରଭାଦ୍ର, ରାତି ୭/୦୩, ମୀନଚନ୍ଦ୍ର ଅହୋରାତ୍ର  | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ଧନୁ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ ରାତି ୩/୨୧ ପରେ ଉତ୍ତରରେ, ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ବିବାହ, ପାଣିଗ୍ରହଣ, ନାମକରଣ, ବାଣିଜ୍ୟକରଣ, ନୂତନଯାନାରୋହଣ, ନୌକାଗଠନ, ନୂତନବସ୍ତ୍ରାଳଙ୍କାର ଧାରଣ | ଶୁଭବେଳା : (ଅମୃତ) ଦିନ ୬/୫୫ ରୁ ୯/୩୫ ପର୍ଯ୍ୟନ୍ତ, ଦିନ ୧୨/୫୫ ରୁ ୨/୫୫, ଅସ୍ତରୁ ରାତି ୭/୫୦; (ମାହେନ୍ଦ୍ର) ଦିନ ୪/୩୯ ରୁ ୫/୩୦ |  ଅଶୁଭବେଳା : ଦିନ ୧୦/୧୦ ରୁ  ୧୨/୨୪ ମଧ୍ୟରେ |  ପୁଷ୍କରଦୋଷ : ଏକପାଦ |  

Odia Daily Panji 17th June 2017

ଜୁନ୍ ୧୭,୨୦୧୭, ଶନିବାର, ମିଥୁନ ୩ଦିନ, ଆଷାଢ ୮ଦିନ ବସୁମତୀ ସ୍ନାନ, ଶରଣ ପଞ୍ଚକ ଶେଷ ସୂର୍ଯ୍ୟୋଦୟ : ୫/୧୧/୩୩, ସୂର୍ଯ୍ୟାସ୍ତ : ୬/୨୩/୨୦ ତିଥି : କୃଷ୍ଣ ସପ୍ତମୀ, ଦିନ ୫/୧୯, ଅଷ୍ଟମୀ କ୍ଷୟ ରାତି ୪/୪୦| ନକ୍ଷତ୍ର : ପୂର୍ବଭାଦ୍ର ରାତି ୭/୨୦, କୁମ୍ଭ ଚନ୍ଦ୍ର ଦିନ ୧/୧୯  | ଘାତବାର : ବୃଷ, ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, କନ୍ୟା, ତୁଳା ଧନୁ, ମକର ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟରେ, ସକାଳ ୫/୧୯ ପରେ ଐଶାନ୍ୟେ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୩/୪୬ ପରେ ୬/୨୫ ମଧ୍ୟେ, ରାତି ୭/୦୭ ପରେ ୭/୫୦ ମଧ୍ୟେ |  ଅଶୁଭବେଳା : ପ୍ରାତଃରୁ ୭/୪୫ ମଧ୍ୟେ, ରାତି ୩/୫୨ ରୁ ୫/୧୩ ମଧ୍ୟେ |  ପୁଷ୍କରଦୋଷ : ତିନିପାଦ , ସକାଳ ୫/୧୯ ପରେ ଦ୍ୱିପାଦ , ରାତି ୭/୨୦ ପରେ ଏକପାଦ |

Odia Daily Panji 16th June 2017

ଜୁନ ୧୬,୨୦୧୭, ଶୁକ୍ରବାର, ମିଥୁନ ୨ଦିନ, ଆଷାଢ ୭ଦିନ ତୃତୀୟ ରଜ, ଭୂମିଦାହ ସୂର୍ଯ୍ୟୋଦୟ : ୫/୧୧/୨୮,   ସୂର୍ଯ୍ୟାସ୍ତ : ୬/୨୨/୦୫ ତିଥି : କୃଷ୍ଣ ମଳ ଷଷ୍ଠୀ ଶତଭିକ୍ଷା | ନକ୍ଷତ୍ର : ରାତି ୬/୫୮, କୁମ୍ଭ ଅହୋରାତ୍ର  | ଘାତବାର : ବିଛା, ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ସକାଳ ୫/୧୩ ପରେ ବାୟବ୍ୟରେ, ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୨/୧୪ ଠାରୁ ୨/୫୩ ଓ ଅସ୍ତ ଠାରୁ ୮/୩୫ |  ଅଶୁଭବେଳା : (କାଳବେଳା) ଦିନ ୮/୩୦ ରୁ ୧୧/୪୫ |  ପୁଷ୍କରଦୋଷ : ସକାଳ ୫/୧୩ ପରେ ଏକପାଦ, ରାତି ୬/୫୮ ପରେ ଦ୍ୱିପାଦ |

Odia Daily Panji 15th June 2017

ଜୁନ୍ ୧୫,୨୦୧୭, ଗୁରୁବାର, ମିଥୁନ ୧ଦିନ, ଆଷାଢ ୬ଦିନ ମିଥୁନ (ରଜ) ସକ୍ରାନ୍ତି ସୂର୍ଯ୍ୟୋଦୟ : ୫/୧୧/୧୫, ସୂର୍ଯ୍ୟାସ୍ତ : ୬/୨୨/୪୫ ତିଥି : କୃଷ୍ଣ ଷଷ୍ଠୀ ତିଥି ଅହୋରାତ୍ର, ଧନିଷ୍ଠା |  ନକ୍ଷତ୍ର : ସନ୍ଧ୍ୟା ୫/୫୫, କୁମ୍ଭ ଚନ୍ଦ୍ର ଅହୋରାତ୍ର   | ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ରାଶିର ଘାତଚନ୍ଦ୍ର ଓ ତୁଳା, କୁମ୍ଭ ରାଶିର ଘାତବାର | ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ  | ଯୋଗିନୀ ସ୍ଥିତି : ପଶ୍ଚିମରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ |  ଶୁଭବେଳା : (ଅମୃତ) ଦିନ ୯/୩୬ରୁ ୧୧/୨୧, ରାତି ୭/୦୭ ରୁ ୯/୧୭, ରାତି ୧୨/୧୦ ରୁ ୨/୧୯ |  ଅଶୁଭବେଳା : ଦିନ ୩/୦୬ ରୁ ସନ୍ଧ୍ୟା ୬/୨୦  | ପୁଷ୍କରଦୋଷ : ନାହିଁ  |