Posts

Odia Daily Panji 14th June 2017

ଜୁନ ୧୪,୨୦୧୭, ବୁଧବାର, ବୃଷ ୩୧ଦିନ, ଆଷାଢ ୫ଦିନ ମାସାନ୍ତ, ପହିଲି ରଜ, ଫକୀରମୋହନଙ୍କ ଶ୍ରାଦ୍ଧ ସୂର୍ଯ୍ୟୋଦୟ : ୫/୧୧/୧୦, ସୂର୍ଯ୍ୟାସ୍ତ : ୬/୨୨/୩୦ ତିଥି : କୃଷ୍ଣ ପଞ୍ଚମୀ, ରାତି ୪/୩୩ | ନକ୍ଷତ୍ର : ଶ୍ରବଣା, ଦିନ ୪/୨୨, ମକର ଚନ୍ଦ୍ର ନିଶାନ୍ତ ୪/୪୭ | ସିଂହ ରାଶିର ଘାତଚନ୍ଦ୍ର ଓ କର୍କଟ ରାଶିର ଘାତବାର | ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ ରାତ୍ର ୪ଟା ୩୩ ଗତେ ପଶ୍ଚିମରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୫୦ରୁ ୮/୨୦, ଦିନ ୨/୦୦ରୁ ସନ୍ଧ୍ୟା ୫/୩୧, ଅସ୍ତରୁ ରାତ୍ର ୧୦ଟା |  ଅଶୁଭବେଳା : ଦିନ ୮/୩୦ ରୁ ୧୦/୦୯  ପୁଷ୍କରଦୋଷ : ନାହିଁ |

Odia Daily Panji 13th June 2017

ଜୁନ ୧୩,୨୦୧୭, ମଙ୍ଗଳବାର, ବୃଷ ୩୦ଦିନ, ଆଷାଢ ୪ଦିନ ସୂର୍ଯ୍ୟୋଦୟ : ୫/୧୦/୫୯, ସୂର୍ଯ୍ୟାସ୍ତ : ୬/୨୨/୧୨ ତିଥି : କୃଷ୍ଣ ଚତୁର୍ଥୀ ତିଥି ରାତି ୩/୧୫, ଉତ୍ତରାଷାଢା ନକ୍ଷତ୍ର ଦିନ ୨/୧୫, ମକରଚନ୍ଦ୍ର ଅହୋରାତ୍ର | ସିଂହ ରାଶିର ଘାତଚନ୍ଦ୍ର ଓ ମକର ରାଶିର ଘାତବାର | ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣ ୩/୧୫ ଗତେ ଦକ୍ଷିଣରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ |  ଶୁଭବେଳା : (ଅମୃତ) ଦିନ ୯/୩୫ ରୁ ୧୨/୧୫, ଅପରାହ୍‌ଣ ୩/୪୫ ରୁ ୪/୩୮, ଅସ୍ତରୁ ରାତ୍ର ୭/୦୬ (ମାହେନ୍ଦ୍ର) ଦିନ ୨/୫୦ ରୁ ୩/୪୫ |  ଅଶୁଭବେଳା : ଦିନ ୬/୫୧ ରୁ ୮/୩୦ |  ପୁଷ୍କରଦୋଷ : ଦ୍ୱିପାଦ, ଦିନ ୨/୧୫ ଗତେ ଏକପାଦ |

Odia Daily Panji 12th June 2017

ଜୁନ ୧୨,୨୦୧୭, ସୋମବାର, ବୃଷ ୨୯ଦିନ, ଆଷାଢ ୩ଦିନ ଶରଣ ପଞ୍ଚକ ଆରମ୍ଭ ସୂର୍ଯ୍ୟୋଦୟ : ୫/୧୦/୫୮, ସୂର୍ଯ୍ୟାସ୍ତ : ୬/୨୧/୫୫ ତିଥି : କୃଷ୍ଣ ତୃତୀୟା ରାତି ୧/୩୫, ପୂର୍ବାଷାଢା ନକ୍ଷତ୍ର ଦିନ ୧୧/୪୭, ଧନୁ ଚନ୍ଦ୍ର ସନ୍ଧ୍ୟା ୬/୨୫ | ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର ଓ ମିଥୁନ ରାଶିର ଘାତବାର | ସନ୍ଧ୍ୟା ୬/୨୭ ଗତେ ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣକୁ ରାତ୍ର ୧/୩୫ ଗତେ ନୈଋତେ ଯାତ୍ରା ନିଷେଧ |  ଶୁଭକର୍ମ : ବିବାହ ପାଣିଗ୍ରହଣ | ଶୁଭବେଳା : (ଅମୃତ) ଦିନ ୮/୪୩ ରୁ ୧୦/୨୮, ରାତି ୯/୧୫ ରୁ ୧୨/୦୦, (ମାହେନ୍ଦ୍ର) ରାତି ୩/୪୫ ରୁ ୪/୨୫ |  ଅଶୁଭବେଳା : ଦିନ ୬/୫୦ ରୁ ୮/୩୦ |  ପୁଷ୍କରଦୋଷ : ଦିନ ୧୧/୪୭ ଗତେ ଏକପାଦ |

Odia Daily Panji 11th June 2017

ଜୁନ ୧୧,୨୦୧୭, ରବିବାର, ବୃଷ ୨୮ଦିନ, ଆଷାଢ ୨ଦିନ ସୂର୍ଯ୍ୟୋଦୟ : ୫/୧୦/୫୪, ସୂର୍ଯ୍ୟାସ୍ତ : ୬/୨୧/୩୫ ତିଥି : କୃଷ୍ଣ ଦ୍ୱିତୀୟା ତିଥି ରାତି ୧୧/୩୦, ମୂଳା ନକ୍ଷତ୍ର ଦିନ ୯/୦୪, ଧନୁ ଚନ୍ଦ୍ର ଅହୋରାତ୍ର | ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର  ଓ ମେଷ ରାଶିର ଘାତବାର | ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଉତ୍ତରରେ, ରାତ୍ର ୧୧/୩୦ ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ |  ଶୁଭବେଳା : (ଅମୃତ) ଦିନ ୬/୫୭ ରୁ ୯/୩୫, ଦିନ ୧୨/୧୫ ରୁ ୨/୫୨; (ମାହେନ୍ଦ୍ର) ଦିନ ୪/୩୫ ରୁ ସନ୍ଧ୍ୟା ୫/୩୦ |  ଅଶୁଭବେଳା : ଦିନ ୧୦/୦୫ ରୁ ୧୨/୧୪ | ପୁଷ୍କରଦୋଷ : ଦ୍ୱିପାଦ, ରାତ୍ର ୧୧/୩୦ ପରେ ଏକପାଦ |

Odia Daily Panji 10th June 2017

ଆମ ପାଞ୍ଜି ଜୁନ ୧୦,୨୦୧୭, ଶନିବାର, ବୃଷ ୨୭ଦିନ, ଆଷାଢ ୧ଦିନ ସୂର୍ଯ୍ୟୋଦୟ : ୫/୧୦/୪୯, ସୂର୍ଯ୍ୟାସ୍ତ : ୬/୨୧/୧୪ ତିଥି : କୃଷ୍ଣ ପ୍ରତିପଦ ରାତି ୯/୧୫ | ଜ୍ୟେଷ୍ଠା (ମଳ) ନକ୍ଷତ୍ର ପ୍ରାତଃ ୬/୦୭, ବିଛା ଚନ୍ଦ୍ର ପ୍ରାତଃ ୬/୦୦ | ବୃଷ, ସିଂହ, କନ୍ୟା ରାଶିର ଘାତବାର ଓ ଘାତଚନ୍ଦ୍ର ନାହିଁ | ପ୍ରାତଃ ୬/୦୭ ଗତେ ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ ରାତ୍ର ୯/୧୫ ପରେ ଉତ୍ତରରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ |  ଶୁଭବେଳା : (ଅମୃତ) ଦିନ ୩/୪୪ ରୁ ୬/୨୨, ରାତି ୭/୦୫ ରୁ ୭/୪୫ |  ଅଶୁଭବେଳା : ସୂର୍ଯ୍ୟୋଦୟରୁ ପ୍ରାତଃ ୬/୫୦ ମଧ୍ୟେ |  ପୁଷ୍କରଦୋଷ : ଏକପାଦ, ରାତି ୯/୧୫ ପରେ ଦ୍ୱିପାଦ|

Odia Daily Panji 9th June 2017

ଜୁନ ୯,୨୦୧୭, ଶୁକ୍ରବାର, ବୃଷ ୨୬ଦିନ, ଜ୍ୟେଷ୍ଠ ୩୦ଦିନ ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶ, ଅଣସର ଆରମ୍ଭ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଶ୍ରାଦ୍ଧ ସୂର୍ଯ୍ୟୋଦୟ : ୫/୧୦/୪୬, ସୂର୍ଯ୍ୟାସ୍ତ : ୬/୨୦/୫୬ ତିଥି : ପୂର୍ଣ୍ଣିମା ରାତି ୬/୫୧, ଜ୍ୟେଷ୍ଠା ନକ୍ଷତ୍ର ଅହୋରାତ୍ର, ବିଛା ଚନ୍ଦ୍ର ଅହୋରାତ୍ର | ବିଛା, ଧନୁ, ମୀନ ରାଶିର ଘାତବାର ଓ ଘାତଚନ୍ଦ୍ର ନାହିଁ | ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପୂର୍ଣ୍ଣିମା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ରାତ୍ର ୬/୫୧ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ |  ଶୁଭବେଳା : (ଅମୃତ) ଦିନ ୧୨/୧୩ ରୁ ୨/୫୧, ସୂର୍ଯ୍ୟାସ୍ତରୁ ରାତ୍ର ୮/୩୦; (ମାହେନ୍ଦ୍ର) ଦିନ ୬/୦୪ ରୁ ୬/୫୭, ଦିନ ୯/୩୫ ରୁ ୧୦/୨୮ |  ଅଶୁଭବେଳା : ଦିନ ୧୦/୩୦ ରୁ ୧୧/୪୫ |  ପୁଷ୍କରଦୋଷ : ନାହିଁ |

Odia Daily Panji 8th June 2017

ଆମ ପାଞ୍ଜି ଜୁନ ୮,୨୦୧୭, ଗୁରୁବାର, ବୃଷ ୨୫ଦିନ, ଜ୍ୟେଷ୍ଠ ୨୯ଦିନ ଚନ୍ଦ୍ର ଉପବାସ, ଅଭିମନ୍ୟୁ ସାମନ୍ତସିଂହାରଙ୍କ ଶ୍ରାଦ୍ଧ ସୂର୍ଯ୍ୟୋଦୟ : ୫/୧୦/୪୩, ସୂର୍ଯ୍ୟାସ୍ତ : ୬/୨୦/୩୨ ତିଥି : ଶୁକ୍ଳ ଚତୁର୍ଦ୍ଦଶୀ ତିଥି ଦିନ ୪/୧୭, ଅନୁରାଧା ନକ୍ଷତ୍ର ରାତି ୩/୦୧, ବିଛା ଚନ୍ଦ୍ର ଅହୋରାତ୍ର | ଘାତଚନ୍ଦ୍ର ନାହିଁ ଓ ତୁଳା, କୁମ୍ଭ ରାଶିର ଘାତବାର | ବୃଷ, ମିଥୁନ , କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ ଦିନ ୪/୧୭ ପରେ ବାୟବ୍ୟରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ |  ଶୁଭବେଳା : (ଅମୃତ) ଦିନ ୧୨/୧୩ ରୁ ୨/୫୧, ଅସ୍ତରୁ ରାତି ୮/୩୦ |  ଅଶୁଭବେଳା : ଦିନ ୮/୨୫ ରୁ ୧୧/୪୬ |  ପୁଷ୍କରଦୋଷ : ନାହିଁ |

Odia Daily Panji 7th June 2017

ଜୁନ ୭,୨୦୧୭, ବୁଧବାର, ବୃଷ ୨୪ଦିନ, ଜ୍ୟେଷ୍ଠ ୨୮ଦିନ ସୂର୍ଯ୍ୟୋଦୟ : ୫/୧୦/୪୨, ସୂର୍ଯ୍ୟାସ୍ତ : ୬/୨୦/୧୪ ତିଥି : ଶୁକ୍ଳ ତ୍ରୟୋଦଶୀ ଦିନ ୧/୫୧ ପର୍ଯ୍ୟନ୍ତ | ବିଶାଖା ନକ୍ଷତ୍ର ରାତି ୧୧/୫୩ ପର୍ଯ୍ୟନ୍ତ, ତୁଳାଚନ୍ଦ୍ର ସନ୍ଧ୍ୟା ୫/୧୦ | ଘାତଚନ୍ଦ୍ର ନାହିଁ ଓ କର୍କଟ ରାଶିର ଘାତବାର | ଗତ ଦିବସ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି | ରାତି ୧୧/୫୭ ପରେ ଜ୍ୟେଷ୍ଠା, ମୂଳା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବଭାଦ୍ର, ରେବତୀ, ଅଶ୍ୱିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ମଘା, ଉତ୍ତର ଫାଲ୍‍ଗୁନୀ, ଚିତ୍ରା, ବିଶାଖା ଆଦି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀ ତିଥିର ଏକୋଦ୍ଦିଷ୍ଟ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ଦିନ ୧/୫୧ ପରେ ପଶ୍ଚିମରେ, ଯାତ୍ରା ନିଷେଧ |  ଶୁଭକର୍ମ : ଅନ୍ନପ୍ରାଶନ, ବୀଜବପନ, ବୃକ୍ଷରୋପଣ, ଅଳଙ୍କାର ଧାରଣ, ହଳପ୍ରବାହ, ଦେବତା ଗଠନ |  ଶୁଭବେଳା : (ଅମୃତ) ଦିନ ୩/୪୪ ରୁ ସନ୍ଧ୍ୟା ୬/୨୦, ରାତି ୭/୦୫ ରୁ ୯/୧୫ |  ଅଶୁଭବେଳା : ଦିନ ୩/୦୪ ରୁ ୩/୪୩ |  ପୁଷ୍କରଦୋଷ : ରାତ୍ର ୧୧/୫୩ ମଧ୍ୟେ ଏକପାଦ |
Odia-Daily-Calendar-27-06-17

Odia Daily Calendar 27th June 2017

Odia-Daily-Calendar-26-06-17

Odia Daily Calendar 26th June 2017